ETV Bharat / city

Odisha Corona: ଦିନକରେ 741 ସଂକ୍ରମିତ ଚିହ୍ନଟ - ଓଡିଶା କୋରୋନା ସଂକ୍ରମଣ

ରାଜ୍ୟରେ ଗତ 24 ଘଣ୍ଟାରେ ପୁଣି 741 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Corona: ଦିନକରେ 741 ସଂକ୍ରମିତ ଚିହ୍ନଟ

author img

By

Published : Aug 2, 2022, 9:42 AM IST

ଭୁବନେଶ୍ବର: ଆଜିବି ରାଜ୍ୟରେ ହଜାରେ ତଳେ କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ ପୁଣି 741 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 433 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 308 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 138 କିଶୋର ଆକ୍ରାନ୍ତ ହୋଇଛନ୍ତି । ନୂଆ ସଂକ୍ରମିତ ଜିଲ୍ଲାଙ୍କ ମଧ୍ୟରୁ ଖୋର୍ଦ୍ଧାକୁ ଲଗାତାର ପାର୍‌ କରୁଛି ସୁନ୍ଦରଗଡ ।

ସୁନ୍ଦରଗଡରୁ 176 ସଂକ୍ରମିତ ରହିଥିବାବେଳେ ଖୋର୍ଦ୍ଧାରୁ 140 ସଂକ୍ରମିତ ରହିଛନ୍ତି । ସେହିପରି ଅନୁଗୋଳରୁ 3, ବାଲେଶ୍ବର 12, ବରଗଡ 17, ଭଦ୍ରକରୁ 12, ବଲାଙ୍ଗୀରରୁ 28, ବୌଦ୍ଧରୁ 6, କଟକରୁ 38, ଦେବଗଡରୁ 9, ଢେଙ୍କାନାଳରୁ 2, ଗଜପତିରୁ 5, ଜଗତସିଂହପୁରରୁ 5, ଯାଜପୁରରୁ 10, ଝାରସୁଗୁଡାରୁ 6, କଳାହାଣ୍ଡିରୁ 36, କନ୍ଧମାଳରୁ 15, କେନ୍ଦ୍ରାପଡାରୁ 5, କୋରାପୁଟରୁ 16, ମୟୂରଭଞ୍ଜରୁ 59 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ନବରଙ୍ଗପୁରରୁ 11, ନୟାଗଡରୁ 8, ନୂଆପଡାରୁ 16, ପୁରୀରୁ 2, ରାୟଗଡାରୁ 10, ସମ୍ବଲପୁରରୁ 41, ସୋନପୁରରୁ 20 ଓ ଷ୍ଟେଟପୋଲରୁ 27 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13,14,683ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 6616 ସକ୍ରିୟ ମାମଲା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.