ETV Bharat / city

Odisha Corona Report: ଦିନକରେ ୭୨ ପଜିଟିଭ ଚିହ୍ନଟ - ଓଡିଶା କୋରୋନା ଖବର

ରାଜ୍ୟରେ ତଳ ମୁହାଁ କୋରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୭୨ କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ

Odisha Corona Report: ଦିନକରେ ୭୨ ପOdisha Corona Report: ଦିନକରେ ୭୨ ପଜିଟିଭ ଚିହ୍ନଟଜିଟିଭ ଚିହ୍ନଟ
Odisha Corona Report: ଦିନକରେ ୭୨ ପଜିଟିଭ ଚିହ୍ନଟ
author img

By

Published : Mar 19, 2022, 9:57 AM IST

ଭୁବନେଶ୍ବର: ରାଜ୍ୟରେ ତଳ ମୁହାଁ କୋରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୭୨ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୫ କିଶୋର କିଶୋରୀ ରହିଥିବା ବେଳେ ୪୨ କ୍ବାରେଣ୍ଟାଇନ ସେଣ୍ଟର ଓ ୩୦୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୯ଟି ମାମଲା ରହିଥିବା ବେଳେ ବାଲେଶ୍ବରରୁ ୧, ବରଗଡରୁ ୧, ଭଦ୍ରକରୁ ୧, ବଲାଙ୍ଗୀରରୁ ୪, ବୌଦ୍ଧରୁ ୧, କଟକରୁ ୨, ଗଜପତିରୁ ୭, ଗଞ୍ଜାମରୁ ୧୭, ଯାଜପୁରରୁ ୪, କନ୍ଧମାଳରୁ୧, କେନ୍ଦ୍ରାପଡାରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କୋରାପୁଟରୁ ୪, ମୟୂରଭଞ୍ଜରୁ ୩, ନୟାଗଡରୁ୨, ସମ୍ବଲପୁରରୁ ୩, ସୁନ୍ଦରଗଡରୁ ୭ ଓ ଷ୍ଟେଟପୁଲରୁ ୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭,୧୦୮ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.