ETV Bharat / city

Odisha Corona, ଦିନକରେ 583 ସଂକ୍ରମିତ

author img

By

Published : Aug 12, 2022, 9:43 AM IST

ରାଜ୍ୟରେ ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 583 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Corona, ଦିନକରେ 583 ସଂକ୍ରମିତ
Odisha Corona, ଦିନକରେ 583 ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ପୁଣି ପାଞ୍ଚଶହ ପାର କଲା କୋରୋନା ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 583 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 340 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 243 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 126 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 1, ବାଲେଶ୍ବର 10, ବରଗଡ 22, ଭଦ୍ରକରୁ 2, ବଲାଙ୍ଗୀରରୁ 36, ବୌଦ୍ଧରୁ 5, କଟକରୁ 14, ଦେଓଗଡରୁ 4, ଗଜପତିରୁ 6, ଜଗତସିଂହପୁର 3, ଯାଜପୁରରୁ 7, ଝାରସୁଗୁଡାରୁ 7, କଳାହାଣ୍ଡିରୁ 39, କନ୍ଧମାଳରୁ 14, କେନ୍ଦ୍ରାପଡାରୁ 1, କେନ୍ଦୁଝରରୁ 11, ଖୋର୍ଦ୍ଧାରୁ 77 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କୋରାପୁଟରୁ 2, ମୟୂରଭଞ୍ଜରୁ 40, ନବରଙ୍ଗପୁରରୁ23, ନୟାଗଡରୁ 17, ପୁରୀରୁ 1, ରାୟଗଡାରୁ 9, ସମ୍ବଲପୁରରୁ 22, ସୋନପୁରରୁ 17, ସୁନ୍ଦରଗଡରୁ ସର୍ବାଧିକ 137 ଓ ଷ୍ଟେଟପୋଲରୁ 17 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 21 ହଜାର 780ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 4407 ସକ୍ରିୟ ମାମଲା ରହିଛି । ନୂଆ 862 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 13 ଲକ୍ଷ 8 ହଜାର 166 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.