ETV Bharat / city

Odisha Corona Report: 500 ତଳକୁ ଖସିଲା ସଂକ୍ରମଣ - ଓଡିଶା କୋରୋନା ନ୍ୟୁଜ

ରାଜ୍ୟରେ 5ଶହ ତଳକୁ ଖସିଲା କୋରୋନାର ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ 492 କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ

Odisha Corona Report: 5ଶହ ତଳକୁ ଖସିଲା ସଂକ୍ରମଣ

author img

By

Published : Feb 20, 2022, 9:43 AM IST

ଭୁବନେଶ୍ବର: ରାଜ୍ୟରେ 500 ତଳକୁ ଖସିଲା କୋରୋନାର ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ 492କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 122 କିଶୋର କିଶୋରୀ ରହିଥିବା ବେଳେ 289 କ୍ବାରେଣ୍ଟାଇନ ସେଣ୍ଟର ଓ 203 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 45ଟି ମାମଲା ରହିଥିବା ବେଳେ ଅନୁଗୋଳରୁ 3, ବାଲେଶ୍ବରରୁ ୯, ବରଗଡରୁ ୨, ଭଦ୍ରକରୁ ୯, ବଲାଙ୍ଗୀରରୁ ୨, ବୌଦ୍ଧରୁ 3, କଟକରୁ 32, ଦେବଗଡରୁ 5, ଢେଙ୍କାନାଳରୁ 5, ଗଜପତିରୁ 26, ଗଞ୍ଜାମରୁ 2, ଜଗତସିଂହପୁରରୁ4, ଯାଜପୁରରୁ 36, ଝାରସୁଗୁଡାରୁ 11, କଳାହାଣ୍ଡିରୁ 3, କନ୍ଧମାଳରୁ 9, କେନ୍ଦ୍ରାପଡାରୁ 12, କେନ୍ଦୁଝରରୁ 3, କୋରାପୁଟରୁ 24, ମାଲକାନଗିରିରୁ 3, ମୟୂରଭଞ୍ଜରୁ 18ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ନବରଙ୍ଗପୁରରୁ 2, ନୟାଗଡରୁ 16, ନୂଆପଡାରୁ 7, ପୁରୀରୁ 8, ରାୟଗଡାରୁ 45, ସମ୍ବଲପୁରରୁ 38, ସୋନପୁରରୁ 38, ସୁନ୍ଦରଗଡରୁ 96 ଓ ଷ୍ଟେଟପୁଲରୁ 10 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12, 82,481ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.