ETV Bharat / city

Odisha Corona, 24 ଘଣ୍ଟାରେ 488 ସଂକ୍ରମିତ ଚିହ୍ନଟ

author img

By

Published : Aug 14, 2022, 11:42 AM IST

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 488 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Corona,  24 ଘଣ୍ଟାରେ 488  ସଂକ୍ରମିତ ଚିହ୍ନଟ
Odisha Corona, 24 ଘଣ୍ଟାରେ 488 ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ପାଞ୍ଚଶହ ତଳକୁ ରହିଛି କୋରୋନା ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 488 ଜଣ ନୂଆ କୋରୋନା (COVID-19) ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 286 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 202 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 114 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 4, ବାଲେଶ୍ବର 8, ବରଗଡ 22, ଭଦ୍ରକରୁ 4, ବଲାଙ୍ଗୀରରୁ 20, ବୌଦ୍ଧରୁ 40, କଟକରୁ 11, ଦେଓଗଡରୁ 3,ଢେଙ୍କାନାଳରୁ 3, ଗଜପତିରୁ 5, ଗଞ୍ଜାମରୁ5, ଜଗତସିଂହପୁର 2, ଯାଜପୁରରୁ 5, ଝାରସୁଗୁଡାରୁ 12, କଳାହାଣ୍ଡିରୁ 31, କନ୍ଧମାଳରୁ 4, କେନ୍ଦ୍ରାପଡାରୁ 7, ଖୋର୍ଦ୍ଧାରୁ 66 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କୋରାପୁଟରୁ 6, ମାଲକାନଗିରିରୁ ୧, ମୟୂରଭଞ୍ଜରୁ 21, ନବରଙ୍ଗପୁରରୁ 20, ନୟାଗଡରୁ 9, ନୂଆପଡାରୁ 7, ପୁରୀରୁ 7, ରାୟଗଡାରୁ 14, ସମ୍ବଲପୁରରୁ 26, ସୋନପୁରରୁ 9, ସୁନ୍ଦରଗଡରୁ 105 ଓ ଷ୍ଟେଟପୋଲରୁ 14 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 22 ହଜାର 671ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 3786 ସକ୍ରିୟ ମାମଲା ରହିଛି । ନୂଆ 667 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 13 ଲକ୍ଷ 9 ହଜାର 10 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.