ETV Bharat / city

Odisha Corona Report: 400 ତଳକୁ ଖସିଲା ଦୈନିକ ସଂକ୍ରମଣ - ଓଡିଶା କୋରୋନା ନ୍ୟୁଜ

ରାଜ୍ୟରେ ଗତ 24 ଘଣ୍ଟାରେ 388 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12, 82,869ରେ ପହଞ୍ଚିଛି । ଅଧିକ ପଢନ୍ତୁ

Odisha Corona Report: 400 ତଳକୁ ଖସିଲା ସଂକ୍ରମଣ

author img

By

Published : Feb 21, 2022, 9:27 AM IST

ଭୁବନେଶ୍ବର: ରାଜ୍ୟରେ କ୍ରମଶଃ ତଳମୁହାଁ ହେଉଛି କୋରୋନାର ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ 388 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 86 କିଶୋର କିଶୋରୀ ରହିଥିବା ବେଳେ 226 କ୍ବାରେଣ୍ଟାଇନ ସେଣ୍ଟର ଓ 162 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 53ଟି ମାମଲା ରହିଥିବା ବେଳେ ଅନୁଗୋଳରୁ 13, ବାଲେଶ୍ବରରୁ 11, ବରଗଡରୁ 9, ଭଦ୍ରକରୁ 5, ବଲାଙ୍ଗୀରରୁ ୭, ବୌଦ୍ଧରୁ 3, କଟକରୁ 21, ଦେବଗଡରୁ 5, ଢେଙ୍କାନାଳରୁ 11, ଗଜପତିରୁ 30, ଗଞ୍ଜାମରୁ 7, ଜଗତସିଂହପୁରରୁ7, ଯାଜପୁରରୁ 23, ଝାରସୁଗୁଡାରୁ 13, କଳାହାଣ୍ଡିରୁ 3, କନ୍ଧମାଳରୁ 4, କେନ୍ଦ୍ରାପଡାରୁ 15, କେନ୍ଦୁଝରରୁ 8, କୋରାପୁଟରୁ 12, ମାଲକାନଗିରିରୁ 3, ମୟୂରଭଞ୍ଜରୁ 20 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ନବରଙ୍ଗପୁରରୁ 8, ନୟାଗଡରୁ 13, ନୂଆପଡାରୁ 8, ପୁରୀରୁ 3, ରାୟଗଡାରୁ 20, ସମ୍ବଲପୁରରୁ 24, ସୁନ୍ଦରଗଡରୁ 16 ଓ ଷ୍ଟେଟପୁଲରୁ 13 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12, 82,869ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.