ETV Bharat / city

Odisha Corona Report: ଦିନକରେ ବାହାରିଲେ ୩୭ ପଜିଟିଭ

author img

By

Published : Mar 29, 2022, 10:57 AM IST

ଦୈନିକ ଚିହ୍ନଟ ସଂକ୍ରମଣ ମାମଲାରୁ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ମିଳୁଛି । ଗତ ୨୪ ଘଣ୍ଟାରେ ଆଉ ୩୪ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ଦିନକରେ ବାହାରିଲେ ୩୭ ପଜିଟିଭ
ଦିନକରେ ବାହାରିଲେ ୩୭ ପଜିଟିଭ

ଭୁବନେଶ୍ବର: କମୁଛି କୋରୋନା କୋପ । ରାଜ୍ୟରେ ତଳ ମୁହାଁ କୋରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ମାମଲାରୁ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ମିଳୁଛି । ଗତ ୨୪ ଘଣ୍ଟାରେ ଆଉ ୩୭ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୯ କିଶୋର କିଶୋରୀ ରହିଥିବା ବେଳେ ୨୨ ଜଣ କ୍ବାରେଣ୍ଟାଇନ ସେଣ୍ଟର ଓ ୧୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ ୩, ବଲାଙ୍ଗୀରରୁ ୧, କଟକରୁ ୧,ଢେଙ୍କାନାଳରୁ ୧, ଗଜପତିରୁ ୬, ଗଞ୍ଜାମରୁ ୧, ଯାଜପୁରରୁ ୨, କଳାହାଣ୍ଡିରୁ ୧, କେନ୍ଦ୍ରାପଡାରୁ ୩, ଖୋର୍ଦ୍ଧାରୁ ୩, କୋରାପୁଟରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହପରି ମୟୂରଭଞ୍ଜରୁ ୨, ପୁରୀରୁ ୧, ସୁନ୍ଦରଗଡରୁ ୭ ଓ ଷ୍ଟେଟପୁଲରୁ ୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୫୭୯ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୨ ଲକ୍ଷ, ୭୭ ହଜାର ୯୭୦ ଜଣ କୋରୋନା କବଳରୁ ମୁକ୍ତି ପାଇଛନ୍ତି । ରାଜ୍ୟ ୪୦୬ଟି ସକ୍ରିୟ ମାମଲା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.