ETV Bharat / city

ରାଜ୍ୟରେ ଦିନକରେ 8216 ପଜିଟିଭ, ଖୋର୍ଦ୍ଧାରୁ ସର୍ବାଧିକ - corona

24 ଘଣ୍ଟାରେ ରାଜ୍ୟରେ 8ହଜାର 2ଶହ 16ଜଣ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ 1271 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଦିନକରେ 8216 ପଜିଟିଭ
ଦିନକରେ 8216 ପଜିଟିଭ
author img

By

Published : May 4, 2021, 7:58 AM IST

ଭୁବନେଶ୍ବର: ଦିନକୁ ଦିନ ଭୟଙ୍କର ହେଉଛି ଦ୍ବିତୀୟ ଲହର । ରାଜ୍ୟରେ ବଢିଚାଲିଛି ସଂକ୍ରମଣ । ମେ ମାସରେ ସଂକ୍ରମଣ ବଢିବା ନେଇ କରାଯାଇଥିବା ଆକଳନ ସତ ହେବାକୁ ଯାଉଛି । ଗତ 24ଘଣ୍ଟାରେ ରାଜ୍ୟରେ 8ହଜାର 2ଶହ 16ଜଣ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ 1271ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 394, ବଲାଙ୍ଗୀରରୁ 305, କଟକରୁ 447, ଢେଙ୍କାନାଳରୁ 47, କଳାହାଣ୍ଡିରୁ 238, କନ୍ଧମାଳରୁ 77, ନୂଆପଡାରୁ 261, ରାୟଗଡାରୁ 232, ନୟାଗଡରୁ 250, ଖୋର୍ଦ୍ଧାରୁ 1271ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ଯାଜପୁରରୁ 347, ଭଦ୍ରକରୁ 6, ବାଲେଶ୍ବରରୁ 302, ମୟୂରଭଞ୍ଜରୁ 190,କୋରାପୁଟରୁ133 ,ନବରଙ୍ଗପୁରରୁ 374 ,ପୁରୀରୁ402 , ସମ୍ବଲପୁରରୁ358, ବରଗଡରୁ 375, ଦେଓଗଡରୁ 98, ସୁବର୍ଣ୍ଣପୁର 248, ବରଗଡରୁ 375 , ଝାରସୁଗୁଡାରୁ 316 ,ସୁନ୍ଦରଗଡରୁ 636 ,ଜଗତସିଂପୁରରୁ 106 , କେନ୍ଦ୍ରାପଡାରୁ 87 ,ଗଜପତିରୁ 121 ,ବୌଦ୍ଧରୁ 98 ,ଗଞ୍ଜାମରୁ 69ଜଣ ଓ ଷ୍ଟେଟପୁଲ 238ଜଣ ସଂକ୍ରମିତ ହୋଇଛନ୍ତି ।

ରାଜ୍ୟରେ ଦିନକୁ ଆଣାୟତ୍ତ ହେଉଛି ସଂକ୍ରମଣ । କୋରୋନାର ଦ୍ବିତୀୟ ଲହର ଚେନକୁ ଭାଙ୍ଗିବା ପାଇଁ ଆସନ୍ତାକାଲିଠାରୁ ମେ 19 ତାରିଖ ପର୍ଯ୍ୟନ୍ତ ସମୂର୍ଣ୍ଣ ରାଜ୍ୟରେ 14ଦିନିଆ ଲକଡାଉନ କରାଯିବ । ଏହି ତାଲାବନ୍ଦରେ ସମସ୍ତ ଅତ୍ୟାବଶ୍ୟକ ସାମାଗ୍ରୀ ଓ ସ୍ବାସ୍ଥ୍ୟସେବାକୁ ବାଦ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.