ETV Bharat / city

ରାଜ୍ୟରୁ ଦିନକରେ 7729 ପଜିଟିଭ ଚିହ୍ନଟ - କୋରୋନା ଆକ୍ରାନ୍ତ

24 ଘଣ୍ଟାରେ ରାଜ୍ୟରେ 7ହଜାର 729 କୋରୋନା ଆକ୍ରାନ୍ତ ଚିହ୍ନଟ । ଅଧିକ ପଢନ୍ତୁ...

ସାମାନ୍ୟ ତଳକୁ ଖସିଲା ସଂକ୍ରମଣ, ଦିନକରେ 7729 ପଜିଟିଭ ଚିହ୍ନଟ

author img

By

Published : Jun 4, 2021, 8:47 AM IST

ଭୁବନେଶ୍ବର: ଲଗାତର 8 ହଜାର ଟ୍ରେଣ୍ଡ ପରେ ଆଜି ରାଜ୍ୟରେ ସାମାନ୍ୟ ତଳକୁ ଖସିଛି ଦୈନିକ ସଂକ୍ରମଣ । ଗତ24 ଘଣ୍ଟାରେ 7ହଜାର 729 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 4331 ଜଣ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ରହିଥିବା ବେଳେ 3398 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 1062 ରହିଥିବା ବେଳେ ଅନୁଗୋଳରୁ 449, ବାଲେଶ୍ବରରୁ 426, ବରଗଡ଼ରୁ 189, ଭଦ୍ରକରୁ 287, ବଲାଙ୍ଗୀରରୁ 61, ବୌଦ୍ଧରୁ 128, କଟକରୁ 720, ଦେବଗଡ଼ରୁ 72, ଢେଙ୍କାନାଳରୁ 252, ଗଜପତିରୁ 68, ଗଞ୍ଜାମରୁ 1539, ଜଗତସିଂହପୁରରୁ 255, ଯାଜପୁରରୁ 388 ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ଝାରସୁଗୁଡ଼ାରୁ 71, କଳାହାଣ୍ଡିରୁ167, କନ୍ଧମାଳରୁ 52, କେନ୍ଦ୍ରାପଡ଼ାରୁ 223, କେନ୍ଦୁଝରରୁ 166, , କୋରାପୁଟରୁ 185 , ମାଲକାନଗିରିରୁ 104, ମୟୂରଭଞ୍ଜରୁ 442, ନବରଙ୍ଗପୁରରୁ 219, ନୟାଗଡ଼ରୁ 219, ନୂଆପଡ଼ାରୁ 48, ପୁରୀରୁ 333, ରାୟଗଡ଼ାରୁ 310, ସମ୍ବଲପୁରରୁ 161, ସୋନପୁରରୁ 61, ସୁନ୍ଦରଗଡ଼ରୁ 4270, ଏବଂ ଷ୍ଟେଟ୍‌ ପୁଲ୍‌ରୁ 188 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ 98 ହଜାର 699ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.