ETV Bharat / city

ପୁଣି 10 ହଜାର ପାର ଦୈନିକ ସଂକ୍ରମଣ; ଡରାଉଛି ଖୋର୍ଦ୍ଧା

ରାଜ୍ୟରେ ଦିନକରେ 10521 ନୂଆ ପଜିଟିଭ ଚିହ୍ନଟ ହୋଇଛିନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 1477ଜଣ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : May 6, 2021, 8:10 AM IST

ଦିନକରେ 10521 ନୂଆ ପଜିଟିଭ ଚିହ୍ନଟ
ଦିନକରେ 10521 ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ମେ ମାସରେ କୋରୋନା ସଂକ୍ରମଣ ବଢିବା ନେଇ କରାଯାଇଥିବା ଆକଳନ ସତ ହୋଇଛି । ରାଜ୍ୟରେ କମିବାର ନାଁ ନେଉନାହିଁ ସଂକ୍ରମଣ । ସପ୍ତାହରେ ଲାଗାତାର ଭାବରେ ବଢିଚାଲିଛି ସଂକ୍ରମଣ । ପୁଣି 10ହଜାର ପାର ହୋଇଛି ସଂକ୍ରମଣ । 24 ଘଣ୍ଟାରେ ରାଜ୍ୟରେ 10521 ନୂଆ ପଜିଟିଭ ଚିହ୍ନଟ ହୋଇଛିନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 1477ଜଣ ଚିହ୍ନଟ ହୋଇଛନ୍ତି । 17ଜଣଙ୍କ ଜୀବନ ନେଇଛି କିଲର କୋରୋନା ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 388ଜଣ, ବାଲେଶ୍ବରରୁ 97ଜଣ, ବରଗଡରୁ 286ଜଣ, ଭଦ୍ରକ 158ଜଣ, ବଲାଙ୍ଗୀରରୁ 314ଜଣ, ବୌଦ୍ଧରୁ 250ଜଣ, କଟକରୁ 963ଜଣ, ଦେଓଗଡ 88ଜଣ, ଢେଙ୍କାନାଳ 88ଜଣ, ଗଜପତି 113ଜଣ, ଗଞ୍ଜାମରୁ 196ଜଣ, ଜଗତସିଂହପୁରରୁ 217ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ଯାଜପୁରରୁ 373, ଝାରସୁଗୁଡାରୁ 314, କଳାହାଣ୍ଡିରୁ 571, କନ୍ଧମାଳରୁ 72ଜଣ, କେନ୍ଦ୍ରାପଡା 121ଜଣ,କେନ୍ଦୁଝର 194ଜଣ, କୋରାପୁଟ 182ଜଣ, ମାଲକାନଗିରି 83ଜଣ, ମୟୂରଭଞ୍ଜ 288ଜଣ, ନବରଙ୍ଗପୁର 404ଜଣ, ନୟାଗଡ 224ଜଣ, ନୂଆପଡାରୁ 304ଜଣ, ପୁରୀରୁ 319ଜଣ, ରାୟଗଡାରୁ 140, ସମ୍ବଲପୁରରୁ 460, ସୋନପୁରରୁ 112,ସୁନ୍ଦରଗଡରୁ 1186 ଓ ଷ୍ଟେଟ ପୋଲରୁ 282ଟି ପଜିଟିଭି ମାମଲା ସାମ୍ନାକୁ ଆସିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.