ETV Bharat / city

ସରୁଛି ଲକଡାଉନ, ଖସୁଛି ସଂକ୍ରମଣ; ଦିନକରେ 3535 ପଜିଟିଭ ଚିହ୍ନଟ

ଆଜି (ବୁଧବାର) ରାଜ୍ୟରେ 3 ହଜାର 535 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 533 ପଜିଟିଭି ଚିହ୍ନଟ । ଅଧିକ ପଢନ୍ତୁ...

author img

By

Published : Jun 16, 2021, 9:14 AM IST

ଦିନକରେ 3535 ପଜିଟିଭ ଚିହ୍ନଟ
ଦିନକରେ 3535 ପଜିଟିଭ ଚିହ୍ନଟ

ଭୁବନେଶ୍ବର: କାମ ଦେଉଛି ଲକଡାଉନ । ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ଦୈନିକ ସଂକ୍ରମଣ । 12ହଜାର ପାର କରୁଥିବା ସଂକ୍ରମଣ ହାର ଏବେ ତଳମୁହାଁ ହୋଇଛି । ଆଜି (ବୁଧବାର) ରାଜ୍ୟରେ 3 ହଜାର 535 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 533 ପଜିଟିଭି ଚିହ୍ନଟ ।

ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ 2ହଜାର 16ଜଣ ଚିହ୍ନଟ ହୋଇଥିବାବେଳେ 1ହଜାର 519ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 207, ବାଲେଶ୍ବରରୁ 296,ବଲାଙ୍ଗୀରରୁ 18, ବରଗଡରୁ 86,ଭଦ୍ରକରୁ 184, ବୌଦ୍ଧରୁ 52, ଦେଓଗଡରୁ 25, କଟକରୁ 320, ଢେଙ୍କାନାଳରୁ 56, ଗଜପତିରୁ 27, ଗଞ୍ଜାମରୁ 26, ଜଗତସିଂହପୁରରୁ 90, ଯାଜପୁରରୁ 384, ଝାରସୁଗୁଡାରୁ 12ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି କଳାହାଣ୍ଡିରୁ 35,କନ୍ଧମାଳରୁ 56, କେନ୍ଦ୍ରପଡାରୁ 104, କେନ୍ଦୁଝରରୁ 92,କୋରାପୁଟରୁ 56, ମାଲକାନଗିରିରୁ 68, ମୟୂରଭଞ୍ଜରୁ 135, ନବରଙ୍ଗପୁରରୁ 85, ନୟାଗଡରୁ 95, ନୂଆପଡାରୁ 15,ପୁରୀରୁ 187, ରାୟଗଡାରୁ 73,ସମ୍ବଲପୁରରୁ 39,ସୋନପୁରରୁ 39,ସୁନ୍ଦରଗଡରୁ 76 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 82 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁ୍ଦ୍ଧା ରାଜ୍ୟରେ 8ଲକ୍ଷ 63ହଜାର 61ଜଣ ସଂକ୍ରମିତ ହୋଇସାରିଛନ୍ତି । ରାଜ୍ୟରେ ବର୍ତ୍ତମାନ 47ହଜାର 796ଟି ସକ୍ରିୟ ମାମଲା ରହିଛି । ଲକଡାଉନ ଶେଷ ହେବାରୁ ଆଉ ଗୋଟିଏ ଦିନ ବାକି ରହିଛି । ଆଗକୁ ଲକଡାଉନ ଜାରି ରହିବ କି ଅନଲକ ହେବ ସେ ନେଇ ନିଷ୍ପତ୍ତି ନିଆଯିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.