ETV Bharat / city

ରାଜ୍ୟସଭା ଉପ-ନିର୍ବାଚନ: ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ନେଲେ 12 ସେଟ୍‌ ନାମାଙ୍କନ ପତ୍ର - nomination

ତିନୋଟି ଆସନ ପାଇଁ ହେବାକୁ ଯାଉଛି ରାଜ୍ୟସଭା ଉପ ନିର୍ବାଚନ । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ନେଇଛନ୍ତି 12 ସେଟ୍‌ ନାମାଙ୍କନ ପତ୍ର । ସମୁଦାୟ 5 ଜଣ ନେଇଛନ୍ତି ରାଜ୍ୟସଭା ନାମାଙ୍କନ ପତ୍ର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 21, 2019, 3:58 PM IST

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ନେଇଛନ୍ତି 12 ସେଟ୍‌ ନାମାଙ୍କନ ପତ୍ର । ସସ୍ମିତ ପାତ୍ରଙ୍କୁ ମିଶାଇ ସମୁଦାୟ 5 ଜଣ ନେଇଛନ୍ତି ରାଜ୍ୟସଭା ନାମାଙ୍କନ ପତ୍ର । ତିନୋଟି ଆସନ ପାଇଁ ହେଉଛି ରାଜ୍ୟସଭା ଉପ ନିର୍ବାଚନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାଜ୍ୟସଭା ଉପ ନିର୍ବାଚନ ରେସ୍‌ରେ ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ବୁଦ୍ଧଦେବ ଦାସ ,ଦେବୀ ପ୍ରସାଦ ବାହାଲିଆ, ଗୌର ଚନ୍ଦ୍ର ଦାସ ଓ ଡ'ନଗେନ୍ଦ୍ର ନାଥ ମିଶ୍ର । ବିଧାନସଭା ରିଟର୍ଣିଂ ଅଫିସର ଏ ସଂକ୍ରାନ୍ତରେ ସବିଶେଷ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.