ETV Bharat / city

ଫେବ୍ରୁଆରୀ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ !

author img

By

Published : Dec 13, 2021, 2:13 PM IST

ଖୁବଶୀଘ୍ର ବାଜିବ ପଞ୍ଚାୟତ ନିର୍ବାଚନ(Panchayat Election) ବିଗୁଲ । ଚଳିତ ବର୍ଷ ଶେଷ ସପ୍ତାହରେ ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ । ଏନେଇ ପ୍ରକ୍ରିୟା ଜୋରଦାର ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

Odisha Panchayat election
Odisha Panchayat election

ଭୁବନେଶ୍ବର: ଖୁବଶୀଘ୍ର ବାଜିବ ପଞ୍ଚାୟତ ନିର୍ବାଚନ(Panchayat Election) ବିଗୁଲ । ଚଳିତ ବର୍ଷ ଶେଷ ସପ୍ତାହରେ ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ । ଏନେଇ ପ୍ରକ୍ରିୟା ଜୋରଦାର ଆରମ୍ଭ ହୋଇଛି । ଆସନ୍ତା 2024 ସାଧାରଣ ନିର୍ବାଚନ ପୂର୍ବରୁ 2022 ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତ ହୋଇଛି ରଣନୀତି । ଏନେଇ ଯୋଜନା କରିଛନ୍ତି ନିର୍ବାଚନ ଆୟୋଗ ।

ଫେବ୍ରୁଆରୀ ପ୍ରଥମ ସପ୍ତାହରେ ହୋଇପାରେ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ନେଇ ଚାଲିଛି ବିଚାର ବିମର୍ଷ । ଖୁବଶୀଘ୍ର ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବ । ଡିସେମ୍ବର ଶେଷ ସପ୍ତାହରେ ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ । ସେହିପରି ଆସନ୍ତା 3 ଦିନ ମଧ୍ୟରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.