ETV Bharat / city

'ଓଡିଶା ମୋ ପରିବାର' କାର୍ଯ୍ୟକ୍ରମର ଚୂଡାନ୍ତ ରୂପରେଖ ପ୍ରସ୍ତୁତ - Odisha mo paribar program started in Cm naveen patnaik home

ଆରମ୍ଭ ହୋଇଛି 'ଓଡିଶା ମୋ ପରିବାର' କାର୍ଯ୍ୟକ୍ରମ । ଜୀବନ ବିନ୍ଦୁ ଭଳି ଏହା ଏକ ଫ୍ଲାଗସିପ୍‌ କାର୍ଯ୍ୟକ୍ରମ । ଏହି କ୍ରମରେ ରବିବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ 'ଓଡ଼ିଆ ମୋ ପରିବାର'ର ପ୍ରଥମ ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହୋଇଛି ।

Odisha mo paribar program started in Cm naveen patnaik home
'ଓଡିଶା ମୋ ପରିବାର' କାର୍ଯ୍ୟକ୍ରମର ଚୂଡାନ୍ତ ରୂପରେଖ ପ୍ରସ୍ତୁତ
author img

By

Published : Jan 5, 2020, 5:13 PM IST

ଭୁବନେଶ୍ବର: ଦଳମତ ନିର୍ବିଶେଷରେ ବିଜେଡି କରିବ ସମାଜ ସେବା । ଲୋକଙ୍କୁ ସାହାଯ୍ୟ ସହଯୋଗ କରିବା ସହିତ ସମାଜର ହିତ ପାଇଁ କାମ କରିବ । ଏନେଇ ଆରମ୍ଭ ହୋଇଛି 'ଓଡିଶା ମୋ ପରିବାର' କାର୍ଯ୍ୟକ୍ରମ । ଜୀବନ ବିନ୍ଦୁ ଭଳି ଏହା ଏକ ଫ୍ଲାଗସିପ୍‌ କାର୍ଯ୍ୟକ୍ରମ ।

Odisha mo paribar program started in Cm naveen patnaik home
'ଓଡିଶା ମୋ ପରିବାର' କାର୍ଯ୍ୟକ୍ରମର ଚୂଡାନ୍ତ ରୂପରେଖ ପ୍ରସ୍ତୁତ

ରବିବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ 'ଓଡ଼ିଆ ମୋ ପରିବାର'ର ପ୍ରଥମ ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହୋଇଛି । 3 ଟି ଦିଗ ଉପରେ କାମ କରିବାକୁ ଖସଡ଼ା ପ୍ରସ୍ତୁତ ହୋଇଥିବା କହିଛନ୍ତି କାର୍ଯ୍ୟକ୍ରମର ଆବାହକ ଅରୂପ ପଟ୍ଟନାୟକ । ଏହି କ୍ରମରେ ପରିବେଶ ସୁରକ୍ଷା ପାଇଁ ସାଂସଦ ପିନାକୀ ମିଶ୍ରଙ୍କ ଅଧୀନରେ ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଓ ଗଛ ଲଗାଇବା ପାଇଁ କାମ ହେବ ।

ସାରା ଦେଶରେ ମହାରାଷ୍ଟ୍ର ଏବଂ ଓଡ଼ିଶା ହିଁ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ମୁକ୍ତ ହୋଇଛି । ଏଥିରେ ଓଡ଼ିଶା ପ୍ରଥମ ସ୍ଥାନ ରହିଛି । ସେହିପରି ସ୍ବାସ୍ଥ୍ୟ କ୍ଷେତ୍ରରେ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଅଧୀନରେ ଜୀବନ ବିନ୍ଦୁ ସହ ମିଶି ରକ୍ତଦାନ ଉପରେ କାମ କରାଯିବ । ତୃତୀୟରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଅଧୀନରେ କାମ ହେବ । ଏଥିପାଇଁ ପ୍ରବାସୀ ଓଡ଼ିଆଙ୍କ ଡାଟାବେସ ଅଣାଯାଇଛି । କମିଟି ସେମାନଙ୍କ ପାଖକୁ ଯିବ ଏବଂ ସେମାନଙ୍କ ବିକାଶ ଦିଗରେ କାମ କରାଯିବ । 'ଓଡ଼ିଶା ମୋ ପରିବାର'ରେ 1 ଲକ୍ଷରୁ ଅଧିକ ସଦସ୍ୟ ଅଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଦଳମତ ନିର୍ବିଶେଷରେ ବିଜେଡି ସମାଜ ସେବା କରିବ। ଲୋକଙ୍କୁ ସାହାଯ୍ୟ ସହଯୋଗ କରିବା ସହିତ ସମାଜର ହିତ ପାଇଁ କାମ କରିବ। ଏନେଇ ଆରମ୍ଭ ହୋଇଛି ଓଡିଶା ମୋ ପରିବାର କାର୍ଯ୍ୟକ୍ରମ। ଜୀବନ ବିନ୍ଦୁ ଭଳି ଏହା ଏକ ଫ୍ଲାଗଶିପ କାର୍ଯ୍ୟକ୍ରମ।
ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ମୋ ପରିବାରର ପ୍ରଥମ ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହୋଇଛି। ଏହାର ଆବାହକ ଅରୁପ ପଟ୍ଟନାୟକ କହିଲେ ଯେ ତିନୋଟି ଦିଗ ଉପରେ କାମ କରିବାକୁ ଖସଡ଼ା ପ୍ରସ୍ତୁତ ହେଲା। ପରିବେଶ ସୁରକ୍ଷା ପାଇଁ ସାଂସଦ ପିନାକୀ ମିଶ୍ରଙ୍କ ଅଧୀନରେ ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଓ ଗଛ ଲଗାଇବା ପାଇଁ କାମ ହେବ। ଦେଶରେ ମହାରାଷ୍ଟ୍ର ଓ ଓଡ଼ିଶା ହି ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ମୁକ୍ତ ହୋଇଛି। ଏଥିରେ ଓଡ଼ିଶା ପ୍ରଥମ। ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଅଧୀନରେ ଜୀବନ ବିନ୍ଦୁ ସହ ମିଶି ରକ୍ତଦାନ ଉପରେ କାମ କରାଯିବ। ତୃତୀୟରେ ପ୍ରବାସି ଓଡ଼ିଆଙ୍କ ପାଇଁ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଅଧୀନରେ କାମ ହେବ। ପ୍ରବାସି ଓଡ଼ିଆଙ୍କ ଡାଟାବେଶ ଅଣାଯାଇଛି। ସେମାନଙ୍କ ପାଖକୁ ଯିବ କମିଟି ଓ ସେମାନଙ୍କ ବିକାଶ ଦିଗରେ କାମ ହେବ। ଓଡ଼ିଶା ମୋ ପରିବାରରେ ଏକ ଲକ୍ଷରୁ ଅଧିକ ସଦସ୍ୟ ଅଛନ୍ତି।
Body:
ଅରୁପ ପଟ୍ଟନାୟକ, ଆବାହକ, ଓଡ଼ିଶା ମୋ ପରିବାର
ପିନାକୀ ମିଶ୍ର, ସାଂସଦ
ଅତନୁ ସବ୍ୟସାଚୀ ନାୟକ, ବିଧାୟକ
ଚନ୍ଦ୍ରଶେଖର ସାହୁ, ସାଂସଦConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.