ETV Bharat / city

ଦିଲ୍ଲୀ ପୋଲିସ ସମର୍ଥନରେ ଓଡିଶା ଆଇପିଏସ ସଂଘ

author img

By

Published : Nov 6, 2019, 8:19 AM IST

ପୋଲିସ-ଓକିଲ ବିବାଦ ଘଟଣାକୁ ନେଇ ଏବେ ସାରା ଦେଶରେ ବଢୁଛି ଅସନ୍ତୋଷ । ଆଜି ଏହି ଘଟଣାର ଶୁଣାଣି ଥିବାବେଳେ ଦିଲ୍ଲୀ ପୋଲିସକୁ ସାରା ଦେଶରୁ ମିଳୁଛି ସମର୍ଥନ ।

ଫାଇଲ ଫଟୋ

ଭୁବନେଶ୍ବର: ଦିଲ୍ଲୀ ପୋଲିସକୁ ସମର୍ଥନ କଲା ଓଡିଶା ଆଇପିଏସ ଅଫିସର ଆସୋସିଏସନ । ଦିଲ୍ଲୀ ପୋଲିସକୁ ଓକିଲଙ୍କ ଆକ୍ରମଣ ଘଟଣାକୁ ନିନ୍ଦା କରିଛି ଓଡିଶା ସଂଘ । ଆଇପିଏସ ଆସୋସିଏସନ ଏନେଇ ଦିଲ୍ଲୀ ପୋଲିସକୁ ସମର୍ଥନ ଦେବାସହ ଘଟଣାର ଦୃଢ ନିନ୍ଦା କରିଛି । ଏକ ଚିଠି ମାଧ୍ୟମରେ ସଂଘ ନିଜ ସମର୍ଥନ ବ୍ୟକ୍ତ କରିବା ସହ ଏଭଳି ସମ୍ବେଦନଶୀଳ ଘଟଣାର ଉଚ୍ଚିତ ତଦନ୍ତ କରି ପଦକ୍ଷେପ ନେବାକୁ ଓଡିଶା ସଂଘ ସରକାରଙ୍କୁ ଅନୁରୋଧ କରିଛି ।

PHOTO
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାଯୋଗ୍ୟ ଯେ, ପାର୍କିଂକୁ ନେଇ ହୋଇଥିବା ବିବାଦ ଉଗ୍ରରୂପ ନେଇଥିଲା । ଏଥିରେ ଓକିଲ-ପୋଲିସ ମଧ୍ୟରେ ହାତାହାତି ପରିସ୍ଥିତି ହୋଇଥିଲା । ଯେଉଁଥିରେ 20 ଜଣ ପୋଲିସ ଓ ସଂଖ୍ୟାଧିକ ଓକିଲ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଗତକାଲି 11ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଦିଲ୍ଲୀ ପୋଲିସ ଆନ୍ଦୋଳନରେ ବସିଥିଲା । ଯାହାକୁ ଦେଶର ବିଭିନ୍ନ ରାଜ୍ୟର ପୋଲିସ ସମର୍ଥନ କରୁଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଦିଲ୍ଲି ପୋଲିସ ସମର୍ଥନରେ ଓଡିଶା ଆପିଏସ ଅଫିସର ଆସୋସିଏସନBody:ଦିଲ୍ଲି ପୋଲିସକୁ ଆଡଭୋକେଟଙ୍କ ଆକ୍ରମଣ ଘଟଣା କୁ ନିନ୍ଦା କରିଛି ଓଡିଶା ଆପିଏସ ଆସୋସିଏସନ।ଏନେଇ ସଙ୍ଘ ପକ୍ଷରୁ ଦିଲ୍ଲିପୋଲିସକୁ ସମର୍ଥନ ଦେଇଛନ୍ତି।ଏପରିକି ଏଭଳି ଆକ୍ରମଣ ଘଟଣାରେ ଦିଲ୍ଲି ପୋଲିସ ସହ ଆସୋସିଏସନ ରହିଥିବା ବେଳେ ସରକାରଙ୍କୁ ଏଭଳି ଘଟଣାର ତଦନ୍ତ କରି ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.