ETV Bharat / city

ଅନଲାଇନରେ ସାର୍ଟିଫିକେଟ୍ ପାଇବେ ଛାତ୍ରଛାତ୍ରୀ, ମାର୍ଚ୍ଚ 20ରୁ କାର୍ଯ୍ୟକାରୀ - ସିଏମଓ ପକ୍ଷରୁ ଟ୍ବିଟ

ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଚାଲିଥିବା ସଂସ୍କାରର ଏକ ଅଂଶ ଭାବରେ ଓଡ଼ିଶା ସରକାର ଅନଲାଇନରେ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିବେ।

ଅନଲାଇନରେ ସାର୍ଟିଫିକେଟ୍ ପାଇବେ ଛାତ୍ରଛାତ୍ର୍ରୀ

author img

By

Published : Feb 19, 2021, 1:21 PM IST

ଭୁବନେଶ୍ବର: ଛାତ୍ରଛାତ୍ରମାନେ ଅନଲାଇନରେ ପାଇବେ ସ୍କୁଲ ସାର୍ଟିଫିକେଟ୍ । ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଚାଲିଥିବା ସଂସ୍କାରର ଏକ ଅଂଶ ଭାବରେ ଓଡ଼ିଶା ସରକାର ଅନଲାଇନରେ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିବେ।

ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ମିଳିବ ପ୍ରମାଣପତ୍ର

ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଚାଲିଥିବା ସଂସ୍କାରର ଏକ ଅଂଶ ଭାବରେ ଅନଲାଇନରେ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରମାଣପତ୍ର ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସରକାରୀ ପରିଚାଳିତ ବିଦ୍ୟାଳୟ ଗୁଡ଼ିକର ଛାତ୍ରମାନେ ମାର୍ଚ୍ଚ 20, 2021ରୁ ଅନଲାଇନ ଟ୍ରାନ୍ସଫର ଏବଂ ସ୍କୁଲ ସାର୍ଟିଫିକେଟ୍ ଅନଲାଇନରେ ପାଇପାରିବେ।

ଯାହାଦ୍ବାରା ଛତ୍ରଛାତ୍ରୀମାନେ ଜନସେବା କେନ୍ଦ୍ରରେ ଅନଲାଇନର ସୁବିଧା ପାଇପାରିବେ। ଓଡ଼ିଶା କମ୍ପ୍ୟୁଟର ଆବେଦନ କେନ୍ଦ୍ର ଏବଂ ଜାତୀୟ ସୂଚନା କେନ୍ଦ୍ର ସହିତ ମିଳିତ ଭାବରେ ବିଦ୍ୟାଳୟ ଏବଂ ଜନ ଶିକ୍ଷା ବିଭାଗ ମିଳିତ ଭାବରେ ଏହି ଅନଲାଇନ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିବା ଓଡିଶା ସିଏମଓ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.