ETV Bharat / city

ଆଲୋଚନା ପରେ ହେବ ଦଶମ-ଦ୍ଵାଦଶ ପରୀକ୍ଷା

author img

By

Published : Feb 10, 2022, 3:47 PM IST

ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ପୂର୍ବରୁ ବ୍ୟାପକ ଆଲୋଚନା କରାଯିବା ନେଇ ଗଣଶିକ୍ଷା ବିଭାଗର ବିବୃତ୍ତି । ଅଧିକ ପଢନ୍ତୁ

ଦଶମ-ଦ୍ଵାଦଶ ପରୀକ୍ଷା ପୂର୍ବରୁ ବ୍ୟାପକ ଆଲୋଚନା ନେଇ ବିଜ୍ଞପ୍ତି ଜାରି

ଭୁବନେଶ୍ବର: ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ହେବ । ପରୀକ୍ଷା ପୂର୍ବରୁ ବ୍ୟାପକ ଆଲୋଚନା କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।ଏଥିସହ ଆଲୋଚନା ପରେ ବୋର୍ଡ ଓ କାଉନସିଲ୍‌ ମୁଖ୍ୟ ପରୀକ୍ଷା ସମୟ ଧାର୍ଯ୍ୟ କରିବେ ବୋଲି ସ୍ପଷ୍ଟ ହୋଇଛି ।

ଦଶମ ଓ ଦ୍ଵାଦଶ ଶ୍ରେଣୀର ହେବ ପରୀକ୍ଷା ପୂର୍ବରୁ ବ୍ୟାପକ ଆଲୋଚନା କରାଯିବ । BSC ଏବଂ CHSE ପକ୍ଷରୁ ଆଲୋଚନା କରାଯିବ । ପରୀକ୍ଷା ପରିଚାଳନା କତ୍ତୃପକ୍ଷଙ୍କ ସହିତ ଛାତ୍ର, ଶିକ୍ଷକ, ଅଭିଭାବକ, ଶିକ୍ଷାବିତ୍ ଏବଂ ବିଶେଷଜ୍ଞଙ୍କ ସହ ବ୍ୟାପକ ଆଲୋଚନା ପରେ ପରୀକ୍ଷା ଓ ମୂଲ୍ୟାୟନ ନେଇ ପ୍ରସ୍ତାବ ଗ୍ରହଣ କରାଯିବା ପରେ ନିଷ୍ପତ୍ତି ନିଆଯିବ । ଆଲୋଚନା ସମୟ ଧାର୍ଯ୍ୟ କରିବେ ବୋର୍ଡ ଓ କାଉନସିଲ୍ ମୁଖ୍ୟ । ଏନେଇ ଏକ ପ୍ରେସ ରିଲିଜ ଜାରି କାରିଛି ରାଜ୍ୟ ଗଣଶିକ୍ଷା ବିଭାଗ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.