ETV Bharat / city

ଆଇପିଏସ ସ୍ତରରେ ଅଦଳବଦଳ, ଅରୁଣ ରୟ ହେଲେ ଏଡିଜି କମ୍ୟୁନିକେସନ - ଆଇପିଏସ ଅଦଳବଦଳ

ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ । ଅରୁଣ ରୟ ହେଲେ ଏଡିଜି କମ୍ୟୁନିକେସନ । ଅଧିକ ପଢନ୍ତୁ...

ଆଇପିଏସ ସ୍ତରରେ ଅଦଳବଦଳ, ଅରୁଣ ରୟ ହେଲେ ଏଡିଜି କମ୍ୟୁନିକେସନ

author img

By

Published : Sep 23, 2020, 6:16 PM IST

ଭୁବନେଶ୍ବର: ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ । କେନ୍ଦ୍ରୀୟ ଡେପୁଟେସନରୁ ଫେରି ଅରୁଣ ରୟ ହେଲେ ଏଡିଜି କମ୍ୟୁନିକେସନ । ଲଲିତ ଦାସଙ୍କୁ ଏଡିଜି ହେଡକ୍ବାର୍ଟର ଦାୟିତ୍ବ । ସେହିପରି ଓ୍ବାଇ.କୋ ଜେଠଓ୍ବା କେନ୍ଦ୍ରୀୟ ଡେପୁଟେସନରୁ ଫେରି ହେଲେ ଏଡିଜି ( ଆଇନ ଶୃଙ୍ଖଳା) ।

ଆଇପିଏସ ସ୍ତରରେ ଅଦଳବଦଳ, ଅରୁଣ ରୟ ହେଲେ ଏଡିଜି କମ୍ୟୁନିକେସନ
ଆଇପିଏସ ସ୍ତରରେ ଅଦଳବଦଳ, ଅରୁଣ ରୟ ହେଲେ ଏଡିଜି କମ୍ୟୁନିକେସନ
ସେହିପରି ବିନୟତୋଷ ମିଶ୍ର ହେଲେ ରାଜ୍ୟ ଅପରାଧ ପ୍ରାଧିକରଣ (ଏସସିଆରବି) ନିର୍ଦ୍ଦେଶକ । ସଞ୍ଜୟ କୁମାର ସିଂହ ହେଲେ ଆଇଜି, ଆଧୁନିକୀକରଣ । ରେଖା ଲୋହାନୀ ହେଲେ ଅତିରିକ୍ତ କମିଶନର, ଟ୍ବିନ ସିଟି । ରିତୁ ଆରୋରା ହେଲେ ଓଏସଡି, ଗୃହ ବିଭାଗ । ରାଜେଶ କୁମାର ହେଲେ ଆଇଜି ଏଫଏସଏଲ୍ ଏବଂ ଅନୁପମ ଜେମ୍ସ ହେଲେ ଏସପି ଭିଜିଲାନ୍ସ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.