ETV Bharat / city

ମହାମାରୀ ନୁହେଁ ବ୍ଲାକ ଫଙ୍ଗସ, ସ୍ପଷ୍ଟ କଲେ ରାଜ୍ୟ ସରକାର

ମହାମାରୀ ନୁହେଁ ବ୍ଲାକ ଫଙ୍ଗସ । ସ୍ପଷ୍ଟ କଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ...

ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର

author img

By

Published : May 20, 2021, 7:29 PM IST

Updated : May 20, 2021, 10:29 PM IST

ଭୁବନେଶ୍ବର: ବ୍ଲାକ ଫଙ୍ଗସ ନୁହେଁ ମହାମାରୀ । ସ୍ପଷ୍ଟ କଲେ ରାଜ୍ୟ ସରକାର । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।

ମହାମାରୀ ଆଇନ ଆଧିନରେ ବ୍ଲାକ ଫଙ୍ଗସକୁ ‘ସୂଚନାଯୋଗ୍ୟ ରୋଗ’ 'notifiable disease' ଭାବେ ଘୋଷଣା କଲେ ରାଜ୍ୟ ସରକାର । ଏହି ମାମଲା ସାମ୍ନାକୁ ଆସିଲେ ସରକାରଙ୍କୁ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦେଲା ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ।

ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର

ଏବେ ଦେଶର ଅନେକ ରାଜ୍ୟରେ ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଓଡ଼ିଶାରେ ମଧ୍ୟ ଅନେକ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଦେଶର କିଛି ବ୍ଲାକ ଫଙ୍ଗସକୁ ମହାମାରୀ ଭାବେ ଘୋଷଣା କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 20, 2021, 10:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.