ETV Bharat / city

Municipal Election: ନିର୍ବାଚନ ପାଇଁ ବନ୍ଦ ରହିବ ପରୀକ୍ଷା, ଚିଠି ଲେଖିଲା ଉଚ୍ଚଶିକ୍ଷା ବିଭାଗ

author img

By

Published : Mar 8, 2022, 5:08 PM IST

ଆଗାମୀ ପୌର ନିର୍ବାଚନ ପାଇଁ ମାର୍ଚ୍ଚ ୨୨ ରୁ ୨୪ ପର୍ଯ୍ୟନ୍ତ ବନ୍ଦ ରହିବ ଯୁକ୍ତ 3 ଏବଂ ବିଶ୍ବବିଦ୍ୟାଳୟ ପରୀକ୍ଷା । ପରୀକ୍ଷା ବନ୍ଦ ପାଇଁ ସବୁ କୁଳପତି, କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲା ଉଚ୍ଚ ଶିକ୍ଷା ବିଭାଗ । ଅଧିକ ପଢନ୍ତୁ

ନିର୍ବାଚନ ପାଇଁ ବନ୍ଦ ରହିବ ପରୀକ୍ଷା
ନିର୍ବାଚନ ପାଇଁ ବନ୍ଦ ରହିବ ପରୀକ୍ଷା

ଭୁବନେଶ୍ବର: ଆଗାମୀ ପୌର ନିର୍ବାଚନ ପାଇଁ ମାର୍ଚ୍ଚ ୨୨ ରୁ ୨୪ ପର୍ଯ୍ୟନ୍ତ ବନ୍ଦ ରହିବ ଯୁକ୍ତ 3 ଏବଂ ବିଶ୍ବବିଦ୍ୟାଳୟ ପରୀକ୍ଷା । ପରୀକ୍ଷା ବନ୍ଦ ପାଇଁ ସବୁ କୁଳପତି, କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲା ଉଚ୍ଚ ଶିକ୍ଷା ବିଭାଗ ।

ନିର୍ବାଚନ ପାଇଁ ବନ୍ଦ ରହିବ ପରୀକ୍ଷା
ନିର୍ବାଚନ ପାଇଁ ବନ୍ଦ ରହିବ ପରୀକ୍ଷା

କଲେଜ ଗୁଡିକରେ ପୋଲିଂ ବୁଥ ହେଉଥିବାରୁ ପରୀକ୍ଷା ବନ୍ଦ ନେଇ ନିର୍ଦ୍ଦେଶନାମା ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ । 24 ତାରିଖରେ ରାଜ୍ୟର 106 ମ୍ୟୁନସିପାଲିଟି ଓ 3 ମହାନଗର ନିଗମରେ ନିର୍ବାଚନ ହେଉଛି । ନିର୍ବାଚନ ପାଇଁ କଲେଜ ଗୁଡିକ ବ୍ୟବହାର କରାଯିବ । ତେଣୁ 3 ଦିନ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ବନ୍ଦ କରିବାକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.