ଭୁବନେଶ୍ବର: କରୋନା ଆତଙ୍କ ପାଇଁ ହୋଲି ଖେଳିବେନି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏନେଇ ରାଜଭବନ ତରଫରୁ ସୂଚନା ଦିଆଯାଇଛି। ନିଜେ ଖେଳିବେ ନାହିଁ କି କୌଣସି ହୋଲି ମିଳନ କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ । କୋରୋନା ପାଇଁ ବ୍ୟାପକ ସଚେତନତା ପଦକ୍ଷେପ ସ୍ବରୂପ ସେ ଏଥିରୁ ନିବୃତ୍ତ ରହିଛନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ