ETV Bharat / city

ମସୁରୀରେ ଓଡିଶା ରାଜ୍ୟପାଳ

ମସୁରୀରେ ପହଞ୍ଚିଛନ୍ତି ଓଡିଶା ରାଜ୍ୟପାଳ ଗଣେଶୀ ଲାଲ । ଏଠାରେ ରାଜ୍ୟପାଳ ଗଣେଶୀ ଲାଲ ପ୍ରାକୃତିକ ସୌନ୍ଦର୍ଯ୍ୟର ନେଇଛନ୍ତି ଆନନ୍ଦ । ଏହାପରେ ସେ ଗଢୱାଲରେ ବିଶ୍ରାମ ନେଇ ଫେରିଛନ୍ତି । ଅଧିକ ପଢନ୍ତୁ...

ମସୁରୀରେ ଓଡିଶା ରାଜ୍ୟପାଳ ଗଣେଶୀ ଲାଲ
ମସୁରୀରେ ଓଡିଶା ରାଜ୍ୟପାଳ ଗଣେଶୀ ଲାଲ
author img

By

Published : Feb 12, 2021, 9:41 PM IST

ଡେରାଡୁନ: ଉତ୍ତରାଖଣ୍ଡ ଗସ୍ତରେ ଯାଇ ମସୁରୀରେ ପହଞ୍ଚିଛନ୍ତି ଓଡିଶା ରାଜ୍ୟପାଳ ଗଣେଶୀ ଲାଲ । ଏଠାରେ ରାଜ୍ୟପାଳ ଗଣେଶୀ ଲାଲ ପ୍ରାକୃତିକ ସୌନ୍ଦର୍ଯ୍ୟର ନେଇଛନ୍ତି ଆନନ୍ଦ । ଏହାପରେ ସେ ଗଢୱାଲରେ ବିଶ୍ରାମ ନେଇ ଫେରିଛନ୍ତି ।

ମସୁରୀରେ ଓଡିଶା ରାଜ୍ୟପାଳ ଗଣେଶୀ ଲାଲ

ମସୁରୀରରେ ଗଣମାଧ୍ୟମ ସହ ଆଲୋଚନା କରି ରାଜ୍ୟପାଳ ଗଣେଶୀ ଲାଲ କହିଛନ୍ତି, ଏହା ମୋର ପ୍ରଥମ ମସୁରୀ ଗସ୍ତ ନୁହେଁ । ମୁଖ୍ୟତଃ ହରିୟାଣାବାସୀ ଗଣେଶୀ ଲାଲ ଏହା ପୂର୍ବରୁ ଅନେକ ଥର ମସୁରୀ ଆସିଥିବା କହିଥଛନ୍ତି । ହରିୟାଣାରୁ ହରିଦ୍ବାରା ଆସିଲେ ସେ ମସୁରୀ ଆସିଥାନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟର ବର୍ଣ୍ଣନା କରି ରାଜ୍ୟପାଳ କହିଛନ୍ତି ଏଠାକାର ପ୍ରକୃତିର ଅଦ୍ଭୁତ ଶୃଙ୍ଗାର ରହିଛି । ଏହି କାରଣରୁ ଏହାକୁ ପାହାଡର ରାଣୀ ବୋଲି କୁହାଯାଏ ।

ରାଜ୍ୟପାଳ ଗଣେଶୀ ଲାଲ କହିଛନ୍ତି ଯେ ସେ ମସୁରୀ ସହ ସାହତ୍ରଧାର, ଦେରାଡୁନ ଇତ୍ୟାଦି ଅନେକ ସ୍ଥାନକୁ ଯାତ୍ରା କରିଛନ୍ତି । ସେ କହିଛନ୍ତି ଯେ ମୋ ସହ ଓଡିଶାର 2 ଏଡିସି, ଚାରିଜଣ ପିଏସଓ ନର୍ସଙ୍କ ସମେତ ପ୍ରାୟ 12 ଜଣ ଏଠାକୁ ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.