ETV Bharat / city

10 ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ, ନିବେଶ ହେବ 2435 କୋଟି

author img

By

Published : Sep 26, 2019, 11:19 PM IST

ଓଡିଶାରେ 10 ଗୋଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର । ଏନେଇ 2435 କୋଟି ନିବେଶ କରାଯିବ । ଏହାସହ ସର୍ବମୋଟ 5432 ଜଣ ନିଯୁକ୍ତି ପାଇବେ । ଅଧିକ ଖବର ପଢନ୍ତୁ...

ଡିଜାଇନ ଫଟୋ

ଭୁବନେଶ୍ବର: ରାଜ୍ୟ ସ୍ତରୀୟ ସିଙ୍ଗଲ ଓ୍ଵିନଡୋ କ୍ଲିୟରାନ୍ସ ବୈଠକରେ 10 ପ୍ରକଳ୍ପକୁ ମଞ୍ଜୁରୀ । ଏହାସହ ସମସ୍ତ ପ୍ରକଳ୍ପ ପାଇଁ ସର୍ବମୋଟ 2435 କୋଟି ନିବେଶ ହେବ । ଗୁରୁବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ବିଷୟରେ ନିଷ୍ପତି ନିଆଯିବ ସହ ପ୍ରକଳ୍ପକୁ ମଞ୍ଜୁରି ମିଳିଛି ।

ଖବର ଅନୁଯାୟୀ, ଏହି ପ୍ରକଳ୍ପର ମଞ୍ଜୁରି ଦ୍ବାରା ସର୍ବମୋଟ 5432 ଜଣ ନିଯୁକ୍ତି ପାଇବେ । ତେବେ ମଞ୍ଜୁର ହୋଇଥିବା ପ୍ରକଳ୍ପ ମଧ୍ୟରେ ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପରେ ଆଇଅନ କେମିକାଲ 166 କୋଟି ଟଙ୍କା ନିବେଶ କରିବ । କଳିଙ୍ଗ ନଗରରେ ରତ୍ନମଣି ମେଟାଲସ ଧାତବ ପ୍ରକ୍ରିୟାକରଣ ଶିଳ୍ପ କରିବ । ଏଥିରେ ମୋଟ 183 ଜଣ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟ ସ୍ତରୀୟ ସିଙ୍ଗଲ ଓ୍ଵିନଡୋ କ୍ଲିୟରାନ୍ସ ବୈଠକରେ 10 ପ୍ରକଳ୍ପକୁ ମଞ୍ଜୁରୀ, 2435 କୋଟି ନିବେଶ ହେବ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ମଞ୍ଜୁରୀ ମିଲିଛି। ଏହାଦ୍ୱାରା ମୋଟ 5432 ଜଣ ନିଯୁକ୍ତି ପାଇବେ। ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ରେ ଆଇଅନ କେମିକାଲ 166 କୋଟି ଟଙ୍କା ନିବେଶ କରିବ। କଳିଙ୍ଗ ନଗରରେ ରତ୍ନମଣି ମେଟାଲସ ଧାତାବ ପ୍ରକ୍ରିୟାକରଣ ଶିଳ୍ପ କରିବ। ଏଥିରେ ମୋଟ 183 ଜଣ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। Body:HConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.