ETV Bharat / city

'ବୁଲବୁଲ' ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ - government leave cancelled

ସମ୍ଭାବ୍ୟ ବାତ୍ୟା 'ବୁଲବୁଲ' ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ । ଖୋର୍ଦ୍ଧା ସମତେ ଅଧିକାଂଶ ଜିଲ୍ଲାର ଜିଲ୍ଲାପାଳ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଫାଇଲ ଫଟୋ
author img

By

Published : Nov 7, 2019, 10:29 PM IST

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା 'ବୁଲବୁଲ' ପାଇଁ ବାତିଲ ହୋଇଛି ସରକାରୀ କର୍ମଚାରୀଙ୍କ ଛୁଟି । ଖୋର୍ଦ୍ଧା ସମତେ ଅଧିକାଂଶ ଜିଲ୍ଲାର ଜିଲ୍ଲାପାଳ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ବିଶେଷ କରି ଶନିବାର ଓ ରବିବାର ସରକାରୀ ଛୁଟି ଥିବାରୁ ଏହାକୁ ବାତିଲ୍ କରାଯାଇଛି ।

Odisha government leave cancelled
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ 'ବୁଲବୁଲ' ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସହ 50ରୁ 60କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ଆସନ୍ତା 48 ଘଣ୍ଟା ବାତ୍ୟା ପାଇଁ ଗୁରୁତ୍ବପୂର୍ଣ୍ଣ । ଏଥିପାଇଁ ସବୁ ସରକାରୀ କର୍ମଚାରୀଙ୍କୁ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ଭିତ୍ତି କରି ଜିଲ୍ଲାପାଳ ଆବଶ୍ୟକ ପ୍ରସ୍ତୁତି ଚଳାଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ସାମ୍ଭାବ୍ୟ ବାତ୍ୟା ବୁଲବୁଲ ପାଇଁ ସରକାରୀ କର୍ମଚାରୀ ଙ୍କ ଛୁଟି ବାତିଲ ହୋଇଛି। ଅଧିକାଂଶ ଜିଲ୍ଲାପାଳ ଏହି ଘୋଷଣା କରିଛନ୍ତି। ବିଶେଷକରି ଦ୍ଵିତୀୟ ଶନିବାର ଓ ରବିବାର ସରକାରୀ ଛୁଟି ଥିବାରୁ ଏହାକୁ ବାତିଲ କରାଯାଇଛି। ଆସନ୍ତା 48 ଘଣ୍ଟା ବାତ୍ୟା ପାଇଁ ଗୁରୁତ୍ୱପୂର୍ଣ୍ଣ। ସବୁ ସରକାରୀ କର୍ମଚାରୀ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ଭିତ୍ତି କରି ଜିଲ୍ଲାପାଳ ମଧ୍ୟ ଆବଶ୍ୟକ ପ୍ରସ୍ତୁତି ଚଳାଇଛନ୍ତି। ଖୋର୍ଦ୍ଧା ସମେତ ଅଧିକାଂଶ ଜିଲ୍ଲାପାଳ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।Body:କConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.