ETV Bharat / city

କୋରୋନା ପ୍ରକୋପ: ରାଜ୍ୟର ସମସ୍ତ ସରକାରୀ ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ

author img

By

Published : Mar 14, 2020, 12:01 AM IST

କୋରୋନା ଭୟାବହତାକୁ ନେଇ ସରକାର ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଏହାସହ ରାଜ୍ୟର ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ କରିଛନ୍ତ । ଅଧିକ ପଢନ୍ତୁ...

odisha-government-has-canceled-all-cultural-programs
ରାଜ୍ୟ ସରକାରଙ୍କ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ

ଭୁବନେଶ୍ବର: କୋରୋନା ଭୟାବହତାକୁ ନେଇ ସରକାର ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଏହାସହ ରାଜ୍ୟର ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ କରିଛନ୍ତ । ଏପରିକି ଉତ୍କଳ ଦିବସ ପାଳନ ବି ଫିକା ପଡ଼ିବ । ଏପରିକି ରାଜ୍ୟ ବାହାରକୁ କୌଣସି ସାଂସ୍କୃତିକ ଟିମ ଯିବେ ନାହିଁ ।

ରାଜ୍ୟର ବିଭିନ୍ନ ସାଂସ୍କୃତିକ ମଣ୍ଡପ ଯଥା ରବୀନ୍ଦ୍ର ମଣ୍ଡପ, ଭଞ୍ଜକଳା ମଣ୍ଡପ, ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ରରେ ଥିବା ସମସ୍ତ ବୁକିଂ ବାତିଲ କରାଯାଇଛି । ସର୍ବସାଧାରଣଙ୍କ ନିମନ୍ତେ ପାଠାଗାର ବନ୍ଦ ରହିବ । ଏଭଳି ଚିଠି କରିଛି ଓଡିଆ ଭାଷା ଓ ସାହିତ୍ୟ ସଂସ୍କୃତି ବିଭାଗ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.