ETV Bharat / city

13 କଲେଜର ଅନୁମୋଦନ ପ୍ରତ୍ୟାହାର କଲା ଉଚ୍ଚ ଶିକ୍ଷା ବିଭାଗ - Odisha withdraws recognition from 13 college

ରାଜ୍ୟ ଶିକ୍ଷା ବିଭାଗର ବଡ ନିଷ୍ପତ୍ତି । ଆବଶ୍ୟକ ସଂଖ୍ୟକ ପିଲା ନଥିବାରୁ ପ୍ରତ୍ୟାହାର ହେଲା 13ଟି କଲେଜର ଅନୁମୋଦନ । ଅଧିକ ପଢନ୍ତୁ...

od_odishacollege
13 କଲେଜର ଅନୁମୋଦନ ପ୍ରତ୍ୟାହାର କଲା ଉଚ୍ଚ ଶିକ୍ଷା ବିଭାଗ
author img

By

Published : May 26, 2020, 11:48 PM IST

Updated : May 26, 2020, 11:56 PM IST

ଭୁବନେଶ୍ବର: ଆବଶ୍ୟକ ସଂଖ୍ୟକ ପିଲା ନଥିବାରୁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ 13ଟି କଲେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏଥି ମଧ୍ୟରେ ଭୁବନେଶ୍ୱର ଆଞ୍ଚଳିକ ନିର୍ଦ୍ଦେଶାଳୟ ଅଧୀନରେ 7ଟି କଲେଜ ରହିଥିବା ବେଳେ ସମ୍ବଲପୁର 4 ଓ ବାଲେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ 2ଟି କଲେଜ ରହିଛି। ଏହି କଲେଜର ଅନୁମୋଦନ ପ୍ରତ୍ୟାହାର କରାଯାଇଛି ।

od_odishacollege
13 କଲେଜର ଅନୁମୋଦନ ପ୍ରତ୍ୟାହାର କଲା ଉଚ୍ଚ ଶିକ୍ଷା ବିଭାଗ
od_odishacollege
13 କଲେଜର ଅନୁମୋଦନ ପ୍ରତ୍ୟାହାର କଲା ଉଚ୍ଚ ଶିକ୍ଷା ବିଭାଗ

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : May 26, 2020, 11:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.