ETV Bharat / city

ବଦଳିଲେ ଡିଜି: ବର୍ଷିଲେ ବିରୋଧୀ, ଉତ୍ତର ରଖିଲା ବିଜେଡି

ପୋଲିସ ଡିଜି ବଦଳିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ । ଉଭୟ ବିଜେପି ଓ କଂଗ୍ରେସ ଏନେଇ ସରକାରଙ୍କୁ କାଠଗଡ଼ାରେ ଛିଡା କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Nov 21, 2019, 1:24 PM IST

Updated : Nov 21, 2019, 4:29 PM IST

ବଦଳିଲେ ଡିଜି ବର୍ଷିଲେ ବିରୋଧୀ

ଭୁବନେଶ୍ବର: ରାତାରାତି ପୋଲିସ ମହାନିର୍ଦ୍ଦେଶକ (ଡିଜି)ଙ୍କୁ ବଦଳି ଘଟଣାକୁ ନେଇ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି । ସରକାରଙ୍କର କୌଣସି ଅଫିସରଙ୍କ ଉପରେ ଭରସା ରହୁନି, ଯେଉଁ ଅଧିକାରୀ ସରକାରଙ୍କ ମୁତାବକ କାମ କରୁନାହାନ୍ତି ତାଙ୍କୁ ହଟାଯାଉଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ।

ବଦଳିଲେ ଡିଜି: ବର୍ଷିଲେ ବିରୋଧୀ, ଉତ୍ତର ରଖିଲା ବିଜେଡି

ସେହିପରି ପୋଲିସ ଡିଜିଙ୍କୁ ହଟାଇବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି । ବିକେ ଶର୍ମାଙ୍କୁ ନିଯୁକ୍ତି ଦେବା ପୂର୍ବରୁ କଣ ସରକାର ଜାଣି ନଥିଲେ ତାଙ୍କର କାର୍ଯ୍ୟକଳାପ ବିଷୟରେ ? ‘ଡିଜି ଏଠି କଣ୍ଢେଇ, କିକ ମାରି ଡିଜିଙ୍କୁ ବାହାର କରିବା ସରକାରଙ୍କ ପୁରୁଣା ଅଭ୍ୟାସ ।’ ପୂର୍ବରୁ ଏମିତି ଅନେକ ଉଦାହରଣ ରହିଥିବା କହିଛନ୍ତି ତାରା ।

ସେପଟେ ଏହାର ଜବାବ ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । କେତେବେଳେ କିଏ ଡିଜି ହେଲେ ଭଲ ହେବ ସରକାର ତାହା ନିଷ୍ପତ୍ତି ନେବେ, ଏଥିରେ କିଛି କହିବା ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro: ପୋଲିସ ଡିଜି ବଦଳିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ। ଉଭୟ ବିଜେପି ଓ କଂଗ୍ରେସ ଏନେଇ ସରକାରଙ୍କୁ କାଠଗଡ଼ାରେ ଛିଡା କରିଛନ୍ତି।
ଡିଜି ବଦଳି ନେଇ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା। ସରକାରଙ୍କର କୌଣସି ଅଫିସରଙ୍କ ଉପରେ ଭରସା ରହୁନି,ଯେଉଁ ଅଫିସର ସରକାରଙ୍କ ମୁତାବକ କାମ କରୁନାହାନ୍ତି ତାଙ୍କୁ ହଟା ଯାଉଛି।
ପୋଲିସ ଡିଜିଙ୍କୁ ହଟେଇବା ପ୍ରସଙ୍ଗ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା। ବିକେ ଶର୍ମାଙ୍କୁ ନିଯୁକ୍ତି ଦେବା ପୂର୍ବରୁ କଣ ସରକାର ଜାଣି ନଥିଲେ ତାଙ୍କର କାର୍ଯ୍ୟକଳାପ। ଡିଜି ଏଠି କଣ୍ଢେଇ,କିକ ମାରି ଡିଜିଙ୍କୁ ବାହାର କରିବା ସରକାରଙ୍କ ପୁରୁଣା ଅଭ୍ୟାସ। ପୂର୍ବରୁ ବହୁତ ଉଦାହରଣ ରହିଛି।
ଏହାର ଜବାବ ଦେଇ Body:ବାଇଟ ତାରାପ୍ରସାଦ ବାହିନୀପତି, କଂଗ୍ରେସ ବିଧାୟକ
ବାଇଟ ଜୟନରାୟନ ମିଶ୍ର, ବିଜେପି ବିଧାୟକConclusion:
Last Updated : Nov 21, 2019, 4:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.