ETV Bharat / city

ରାଜ୍ୟରେ ଆଉ 718 କୋରୋନା ପଜିଟିଭ ଚିହ୍ନଟ: 16ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା - odisha corona

ଆଜି ପୁଣି ରାଜ୍ୟରେ ସର୍ବାଧିକ 718 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ରାଜ୍ୟରେ 16 ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏପଟେ ଦିନକରେ 4ଜଣଙ୍କ ମୃତ୍ୟୁ ହୋଇଛି ।

ଡରାଉଛି କୋରୋନା: 16ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Jul 17, 2020, 11:39 AM IST

ଭୁବନେଶ୍ବର: ରାଜ୍ୟରେ କାୟା ବିସ୍ତାର କରୁଛି କୋରୋନା ମହାମାରୀ । ରାଜ୍ୟରେ ବଢ଼ିବାରେ ଲାଗିଛି ପଜିଟିଭ ସଂଖ୍ୟା । ଆଜି ପୁଣି ରାଜ୍ୟରେ ସର୍ବାଧିକ 718 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ରାଜ୍ୟରେ 16 ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏପଟେ ଦିନକରେ 4ଜଣଙ୍କ ମୃତ୍ୟୁ ହୋଇଛି ।କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ 479 ଚିହ୍ନଟ ହୋଇଥିବା ବେଳେ 239ଟି ସ୍ଥାନୀୟ ସଂକ୍ରମଣ ଭାବରେ ଚିହ୍ନଟ ହୋଇଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@@IPR_Odisha
ଫଟୋ ସୌଜନ୍ୟ: ଟ୍ବିଟର@IPR_Odisha

ତେବେ ଗଞ୍ଜାମରେ 231 ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ 150, ଅନୁଗୁଳରୁ 9, ବାଲେଶ୍ବରରୁ 9, ବରଗଡରୁ 4, ଭଦ୍ରକରୁ 10, କଟକରୁ 32, ଢେଙ୍କାନାଳରୁ 6, ଗଜପତିରୁ 21, ଜଗତସିଂହପୁରରୁ 16, ଝାରସୁଗୁଡାରୁ 24, କନ୍ଧମାଳରୁ 7, କେନ୍ଦ୍ରାପଡ଼ାରୁ 4, କେନ୍ଦୁଝରରୁ 28, କୋରାପୁଟରୁ 27, ମାଲକାନଗିରିରୁ 54, ମୟୂରଭଞ୍ଜରୁ 22, ନବରଙ୍ଗପୁରରୁ 1, ନୟାଗଡରୁ 13, ପୁରୀରୁ 9, ରାୟଗଡାରୁ 19, ସମ୍ବଲପୁରରୁ 7, ସୋନପୁରରୁ 5, ସୁନ୍ଦରଗଡରୁ 10ଜଣ ଚିହ୍ନଟ ହୋଇଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@@IPR_Odisha
ଫଟୋ ସୌଜନ୍ୟ: ଟ୍ବିଟର@IPR_Odisha

ରାଜ୍ୟରେ ସର୍ବମୋଟ ପଜିଟିଭଙ୍କ 16,110ରେ ପହଞ୍ଚିଛି । ଏପଟେ ସୁସ୍ଥ 10,877ଜଣ ସୁସ୍ଥ ହୋଇଥିବାବେଳେ ସକ୍ରିୟ କେସ 5,124ଟି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 3,69,738ଟି ନମୁନା ଟେଷ୍ଟ ହୋଇଛି ।

ଫଟୋ ସୌଜନ୍ୟ: ଟ୍ବିଟର@@IPR_Odisha
ଫଟୋ ସୌଜନ୍ୟ: ଟ୍ବିଟର@IPR_Odisha

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.