ETV Bharat / city

ରାଜ୍ୟରେ ସୁସ୍ଥ ହେଲେ ଆଉ 290 କୋରୋନା ଆକ୍ରାନ୍ତ - odisha corona update

ଆଜି ରେକର୍ଡ ସଂଖ୍ୟକ 469 ପଜିଟିଭି ଚିହ୍ନଟ ହୋଇଥିବା ବେଳେ ଆଜି 290 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଏକ ଶୁଭ ଖବର ।

odisha-corona-update-290-patients-of-records-recovery-in-today
ରାଜ୍ୟରେ ସୁସ୍ଥ ହେଲେ ଆଉ 290 କୋରୋନା ଆକ୍ରାନ୍ତ
author img

By

Published : Jul 5, 2020, 6:18 PM IST

ଭୁବନେଶ୍ବର: ଆଜି ରାଜ୍ୟର କୋରୋନା ତାଲିକା ଏମିତି କିଛି ରହିଛି । ରେକର୍ଡ ସଂଖ୍ୟକ 469 ପଜିଟିଭି ଚିହ୍ନଟ ହୋଇଥିବା ବେଳେ ଆଜି 290 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଏକ ଶୁଭ ଖବର । ତେବେ ଆଜି ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟ ପଞ୍ଚିଛି 6224ରେ ।

odisha-corona-update-290-patients-of-records-recovery-in-today
ରାଜ୍ୟରେ ସୁସ୍ଥ ହେଲେ ଆଉ 290 କୋରୋନା ଆକ୍ରାନ୍ତ

ତେବେ ଆଜି ରାଜ୍ୟର 17ଟି ଜିଲ୍ଲାରୁ କୋରୋନା ଆକ୍ରାନ୍ତ ସୁସ୍ଶ ହୋଇଛନ୍ତି । ଯାହା କି ରାଜ୍ୟରେ ସର୍ବାଧିକ ସୁସ୍ଥ ସଂଖ୍ୟା ରେକର୍ଡ କରାଯାଇଛି । ଏଥି ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ 99 ଜଣ ସୁସ୍ଥ ହୋଇଥିବା ବେଳେ, ଗଜପତି ରେ 56 ଓ ଝାରସୁଗୁଡାରୁ 33 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି କଟକରୁ 16, ନବରଙ୍ଗପୁରରୁ 16, ବାଲେଶ୍ବରରୁ 15, ସମ୍ବଲପୁରରୁ 11, ଖୋର୍ଦ୍ଧାରୁ 10, ମୟୁରଭଞ୍ଜରୁ 8, କେନ୍ଦୁଝରରୁ ଓ ପୁରୀରୁ 6 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜଗତସିଂହପୁରରୁ 5, ନୟାଗଡରୁ 3, ବରଗଡ ଓ କୋରାପୁଟରୁ 2 ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଯାଜପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ତେବେ ଆଜି ଆକ୍ରନ୍ତ ଓ ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟର କୋରୋନା ଗ୍ରାଫ ଏମିତି କିଛି ରହିଛି । ରାଜ୍ୟରେ ମୋଟ୍‌ 9 ହଜାର 70ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ 2ହଜାର 800 ଆକ୍ଟିଭ୍‌ କେସ ରହିଛି । ତେବେ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟ 36ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.