ETV Bharat / city

STATE CORONA: ଦିନକରେ 3319 ଆକ୍ରାନ୍ତ ଚିହ୍ନଟ - କୋରୋନା ପଜିଟିଭ

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 3319 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

STATE ODISHA: ଦିନକରେ 3319 ଆକ୍ରାନ୍ତ ଚିହ୍ନଟ

author img

By

Published : Jun 28, 2021, 8:58 AM IST

ଭୁବନେଶ୍ବର: ରାଜ୍ୟରେ ପୁଣି ଉପରମୁହାଁ ହୋଉଛି କୋରୋନା ଗ୍ରାଫ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 3319 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 9 ଲକ୍ଷ 37 ହଜାର 89ରେ ପହଞ୍ଚିଛି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କଟକରୁ ସର୍ବାଧିକ 566 ଜଣ ଆକ୍ରାନ୍ତ ରହିଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 1896 ଜଣ କ୍ବାରେଣ୍ଟାଇନରୁ ହୋଇଥିବା ବେଳେ 1423ଟି ଲୋକାଲ କେସ ରହିଛି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ 116, ବାଲେଶ୍ବରରୁ 379, ବରଗଡ଼ରୁ 47, ଭଦ୍ରକରୁ 163, ବଲାଙ୍ଗୀରରୁ 10, ବୌଦ୍ଧରୁ 16, ଦେଓଗଡ଼ରୁ 4, ଢେଙ୍କାନାଳରୁ 69, ଗଜପତିରୁ 12, ଗଞ୍ଜାମରୁ 18, ଜଗତସିଂହପୁରରୁ 130, ଯାଜପୁରରୁ 194, ଝାରସୁଗୁଡ଼ାରୁ 11, କଳାହାଣ୍ଡିରୁ 31, କନ୍ଧମାଳରୁ 23, କେନ୍ଦ୍ରାପଡ଼ାରୁ 134, କେନ୍ଦୁଝରରୁ 65, ଖୋର୍ଦ୍ଧାରୁ 440, କୋରାପୁଟରୁ 59, ମାଲକାନାଗିରିରୁ 71, ମୟୂରଭଞ୍ଜରୁ 199, ନବରଙ୍ଗପୁରରୁ 39, ନୟାଗଡ଼ରୁ 111, ନୂଆପଡ଼ାରୁ 4, ପୁରୀରୁ 175, ରାୟଗଡ଼ାରୁ 43, ସମ୍ବଲପୁରରୁ 29, ସୋନପୁରରୁ 17, ସୁନ୍ଦରଗଡ଼ରୁ 36, ଷ୍ଟେଟ ପୁଲ୍‌ରୁ 90 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.