ETV Bharat / city

ECMO ଲାଗି ବାହାରକୁ ଯାଉଥିବା ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ବହନ କରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ

author img

By

Published : Jun 12, 2021, 3:04 PM IST

ରାଜ୍ୟରେ ECMO ମେସିନ ସମସ୍ୟା ନେଇ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଅଧିକ ପଢନ୍ତୁ...

ECMO ଲାଗି ବାହାରକୁ ଯାଉଥିବା ରୋଗୀଙ୍କ ଚିକିତ୍ସା CMRFରୁ ହେଉ: ପ୍ରଦୀପ ମାଝୀ
ECMO ଲାଗି ବାହାରକୁ ଯାଉଥିବା ରୋଗୀଙ୍କ ଚିକିତ୍ସା CMRFECMO ଲାଗି ବାହାରକୁ ଯାଉଥିବା ରୋଗୀଙ୍କ ଚିକିତ୍ସା CMRFରୁ ହେଉ: ପ୍ରଦୀପ ମାଝୀରୁ ହେଉ: ପ୍ରଦୀପ ମାଝୀ

ଭୁବନେଶ୍ବର: ରାଜ୍ୟରେ ECMO ଜନିତ ଚିକିତ୍ସା ସମସ୍ୟା ନେଇ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ECMO ଲାଗି ବାହାରକୁ ଯାଉଥିବା ରୋଗୀଙ୍କ ଚିକିତ୍ସା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଖର୍ଚ୍ଚ ହେଉ ବୋଲି ଦାବି କରିଛନ୍ତି କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ରାଜ୍ୟ ବାହାରକୁ ECMO ଜନିତ ଚିକିତ୍ସା ପାଇଁ ଯାଉଥିବା ସମସ୍ତ ରୋଗୀଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରାଯାଉ ।

ECMO ଲାଗି ବାହାରକୁ ଯାଉଥିବା ରୋଗୀଙ୍କ ଚିକିତ୍ସା CMRFରୁ ହେଉ: ପ୍ରଦୀପ ମାଝୀ

ରାଜ୍ୟ ସରକାର କେଉଁ ପ୍ରକାର ପ୍ରସ୍ତୁତି ଥିଲେ ? ECMO ମେସିନ କାହିଁକି ଲାଗିପାରିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ । ଖଣି ଓ ମଦରୁ ରାଜସ୍ବ ଅଧିକ ଆସିଛି । ଅର୍ଥର ଅଭାବ ନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅଛି ଯେ ସୁଲଭ ମୂଲ୍ୟରେ କୋରୋନା ଚିକିତ୍ସା ପାଇବେ ନାଗରିକ । ସରକାର ଏହା ମାନିବାକୁ ବାଧ୍ୟ ବୋଲି କହିଛନ୍ତି ପ୍ରଦୀପ । ମାତ୍ର ରାଜ୍ୟ ସରକାର ଆଖି ବୁଜି ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

8 ଜୁନ ମଙ୍ଗଳବାର ଦିନ ଟିକାକୁ ନେଇ ଯେଉଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା ତାର ଅବସାନ ଘଟିଛି । ଡିସେମ୍ବର ଶେଷ ସୁଦ୍ଧା ସମସ୍ତଙ୍କୁ ଟିକା ଦେବେ ବୋଲି କେନ୍ଦ୍ର ସରକାର କହୁଥିଲେ । ସରକାର କହୁଥିବା କଥାରେ କୌଣସି ସତ୍ୟତା ନାହିଁ । ଦେଶରେ ମାତ୍ର 24 କୋଟି 96 ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି । କେବେ ସମସ୍ତଙ୍କୁ ଟୀକା ମିଳିବ । ସୁପ୍ରିମକୋର୍ଟ କହିବା ପରେ କେନ୍ଦ୍ର ଟିକା ଅର୍ଡର ଦେଲା । ତା ପୂର୍ବରୁ କାହିଁକି କଲେ ନାହିଁ ବୋଲି ପ୍ରଦୀପ ପ୍ରଶ୍ନ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.