ETV Bharat / city

ବୁଧବାର ସାଇକେଲ ଧରି ରାସ୍ତାକୁ ଓହ୍ଲାଇବ କଂଗ୍ରେସ, ଦରଦାମ ବୃଦ୍ଧିକୁ କରିବ ବିରୋଧ

ଆସନ୍ତା କାଲି(ବିଧବାର) ରାଜଧାନୀରେ କଂଗ୍ରେସର ରଣ ହୁଙ୍କାର । ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦର ଦାମ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଅଧିକ ପଢନ୍ତୁ...

author img

By

Published : Jul 13, 2021, 3:46 PM IST

ଦରଦାମ ବୃଦ୍ଧି ପ୍ରତିବାଦରେ ବୁଧବାର କଂଗ୍ରେସର ରଣ ହୁଙ୍କାର

ଭୁବନେଶ୍ବର: ଆସନ୍ତାକାଲି(ବୁଧବାର) ରାଜଧାନୀରେ କଂଗ୍ରେସର ରଣହୁଙ୍କାର । ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଏନେଇ କଂଗ୍ରେସ ପକ୍ଷରୁ ଏକ ବିଶାଳ ସାଇକେଲ ରାଲି କରାଯିବ । ଏହାସହ 15 ତାରିଖରେ ବାମପନ୍ଥୀ ଦଳ ପକ୍ଷରୁ ଆହୁତ ଓଡିଶା ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିବ।

ଏତଦ୍ ବ୍ୟତୀତ 15 ତାରିଖ ଦିନ କେହି ଡିଜେଲ , ପେଟ୍ରୋଲ, ଗ୍ୟାସ ନକିଣିବାକୁ ଅନୁରୋଧ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ17 ତାରିଖରେ ପେଟ୍ରୋଲ ପମ୍ପ ସମ୍ମୁଖରେ ସମସ୍ତଙ୍କ ଦସ୍ତଖତ ସଂଗ୍ରହ କରି କେନ୍ଦ୍ର ସରକାରଙ୍କ ପାଖରେ ଦାଖଲ କରିବ କଂଗ୍ରେସ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.