ETV Bharat / city

ଦିଲ୍ଲୀ ଗସ୍ତରେ ଓଡିଶା କଂଗ୍ରେସ ନେତା

author img

By

Published : May 8, 2022, 11:28 AM IST

Updated : May 8, 2022, 2:11 PM IST

ଦଳୀୟ ହାଇକମାଣ୍ଡଙ୍କ ଡାକରାରେ ଦିଲ୍ଲୀ ଅଭିମୁଖେ ବାହାରିଲେ ଓଡିଶାର କଂଗ୍ରେସ ନେତା । ଅଧିକ ପଢନ୍ତୁ

ଦିଲ୍ଲୀ ଗସ୍ତରେ ଓଡିଶା କଂଗ୍ରେସ ନେତା
ଦିଲ୍ଲୀ ଗସ୍ତରେ ଓଡିଶା କଂଗ୍ରେସ ନେତା

ଭୁବନେଶ୍ବର: ଦିଲ୍ଲୀ ଅଭିମୁଖେ ରାଜ୍ୟ କଂଗ୍ରେସ ନେତା । ଦଳୀୟ ହାଇକମାଣ୍ଡଙ୍କ ଡାକରାରେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି କଂଗ୍ରେସ ନେତା ଏକାଧିକ ନେତା ଦିଲ୍ଲୀ ଗସ୍ତ କରିଛନ୍ତି । ଏହି ତାଲିକାରେ ଅଛନ୍ତି, ଶରତ ପଟ୍ଟନାୟକ, ବିଧାୟକ ମହମ୍ମଦ ମୋକିମ, ସୁରେଶ ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ରାଜନ ଏକ୍କା, ରମେଶ ଜେନା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ଚିରଞ୍ଜୀବ ବିଶ୍ବାଳ ।

କଂଗ୍ରେସ ନେତାମାନେ ରାହୁଲ ଓ ସୋନିଆ ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିବା ଜଣାପଡିଛି । ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି(OPCC), ବିଧାୟକ ଦଳ ନେତା(CLP) ପରିବର୍ତ୍ତନ ସହ ଆସନ୍ତା 2024 ନିର୍ବାଚନରେ ଦଳକୁ ଅଧିକ ସୁଦୃଢ କରିବା ଦିଗରେ ଆଲୋଚନା ହେବ ବୋଲି ଜଣାପଡିଛି । ଦିଲ୍ଲୀ ଗସ୍ତ ନେଇ ଶରତ ପଟ୍ଟନାୟକ କହିଛନ୍ତି, PCC ସଭାପତି ରେସ୍‌ରେ ମୁଁ ନାହିଁ । ଓଡିଶା ପିସିସି ସଭାପତି ଚୟନ ନେଇ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହା ଆମେ ସମସ୍ତେ ମାନିବୁ ।

ଦିଲ୍ଲୀ ଗସ୍ତରେ ଓଡିଶା କଂଗ୍ରେସ ନେତା

ସଙ୍ଗଠନ ସମ୍ପର୍କରେ ଆଲୋଚନା କରିବୁ ।'' କଂଗ୍ରେସ ନେତା ଜୟଦେବ ଜେନା ଦିଲ୍ଲୀ ଗସ୍ତ ପୂର୍ବରୁ କହିଛନ୍ତି ଯେ, ''କେବଳ ପିସିସି ଚୟନ ନେଇ ଆମେ ଦିଲ୍ଲୀ ଯାଉନାହୁଁ, ବରଂ 2024 ପାଇଁ ରଣନୀତି ପ୍ରସ୍ତୁତ ହେବ । ଆଗାମୀ ନିର୍ବାଚନରେ କିପରି ଦଳ ମୁକାବିଲା କରିବ ସେନେଇ ଆଲୋଚନା କରାଯିବ । ଓଡିଶାରେ ବର୍ତ୍ତମାନ କଂଗ୍ରେସ ଦୁର୍ବଳ ସ୍ଥିତିରେ ଅଛି । 135 ବର୍ଷର ପୁରୁଣା କଂଗ୍ରେସ ଦକୁ ରାଜ୍ୟରେ ମଜବୁତ କରାଯିବ ।''

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : May 8, 2022, 2:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.