ETV Bharat / city

କେନ୍ଦ୍ରୀୟ ଟିମ ଆଗରେ ୧୧୦୦ କୋଟିର ବନ୍ଯା କ୍ଷତି ଦାବି କଲା ଓଡିଶା

ରାଜ୍ୟରେ ବନ୍ୟା ସ୍ଥିତିର ଯାଞ୍ଚ ପରେ ରାଜ୍ୟ ସରକାର କେନ୍ଦ୍ରୀୟ ଟିମଙ୍କ ସହ ଆଲୋଚନା ପରେ ୧୧୦୦ କୋଟିର କ୍ଷତି ହୋଇଥିବା ରାଜ୍ୟ ସରକାର ଦର୍ଶାଇଛନ୍ତି । ଅଧିକ ପଢନ୍ତୁ..

କେନ୍ଦ୍ରୀୟ ଟିମ ଆଗରେ ୧୧୦୦  କୋଟିର ବନ୍ଯା କ୍ଷୟକ୍ଷତି ଦାବି କଲା ଓଡିଶା

author img

By

Published : Sep 17, 2020, 10:19 PM IST

ଭୁବନେଶ୍ବର: ରାଜ୍ୟରେ ବନ୍ୟା ସ୍ଥିତିର ଯାଞ୍ଚ ପରେ ରାଜ୍ୟ ସରକାର କେନ୍ଦ୍ରୀୟ ଟିମଙ୍କ ସହ ଆଲୋଚନା ପରେ ୧୧୦୦ କୋଟିର କ୍ଷତି ହୋଇଥିବା ରାଜ୍ୟ ସରକାର ଦର୍ଶାଇଛନ୍ତି । ଏହାସହ ଅନେକ ନଦୀ ବନ୍ଦ, ରାସ୍ତାଘାଟ ଓ କଚ୍ଚା ଘର ନଷ୍ଟ ହୋଇଥିବା କେନ୍ଦ୍ରୀୟ ଟିମକୁ ରାଜ୍ୟ ସରକାର ଦର୍ଶାଇଛନ୍ତି । ତେବେ ରାଜ୍ୟ ସରକାରଙ୍କ ବନ୍ୟା ପରିଚାଳନାକୁ କେନ୍ଦ୍ରୀୟ ଟିମ ପ୍ରଶଂସା କରିଛି ।

କେନ୍ଦ୍ରୀୟ ଟିମ ଆଗରେ ୧୧୦୦ କୋଟିର ବନ୍ଯା କ୍ଷତି ଦାବି କଲା ଓଡିଶା
କେନ୍ଦ୍ରୀୟ ଟିମ ଆଗରେ ୧୧୦୦ କୋଟିର ବନ୍ଯା କ୍ଷତି ଦାବି କଲା ଓଡିଶା

ବନ୍ୟାରେ ୨.୨୫ ଲକ୍ଷ ହେକ୍ଟର ଚାଷଜମି ନଷ୍ଟ ହୋଇଛି ବୋଲି କେନ୍ଦ୍ରୀୟ ଟିମକୁ ଦର୍ଶାଇଛନ୍ତି ରାଜ୍ୟ ସରକାର । ଏହାସହ ୩୩% ପ୍ରତିଶତ ଚାଷ ନଷ୍ଟ ହୋଇଛି । ୧ ଲକ୍ଷ ୨୦ ହଜାର ଘର ବନ୍ୟାରେ କ୍ଷୟକ୍ଷତି ହୋଇଥିବା ମଧ୍ୟ ଦର୍ଶାଇଛନ୍ତି । ରାଜ୍ୟ ସଚିବାଳୟରେ କେନ୍ଦ୍ରିୟ ଟିମଙ୍କ ସହ ବସିଥିବା ବୈଠକରେ ମୁଖ୍ୟ ଶାସନ ସଚିବ, ଡେଭଲପମେଣ୍ଟ କମିଶନର, ସ୍ଵତନ୍ତ୍ର ରିଲିଫ କମିଶନର, କୃଷି ସଚିବ, ପଞ୍ଚାୟତ ରାଜ୍ ସଚିବ ଓ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସୂଚନା ଅନୁସାରେ କେନ୍ଦ୍ରିୟ ଟିମ ୨ ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ଭଦ୍ରକ କେନ୍ଦ୍ରାପଡା, ପୁରୀ ଯାଜପୁର ବନ୍ୟା ଞ୍ଚଳ ପରିଦର୍ଶନ ପରେ ଆଜି ରାଜ୍ୟ ସରକାରଙ୍କ ସହ ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ୟା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କେନ୍ଦ୍ରିୟ ଟିମ ଆଗରେ ଅବଗତ କରାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.