ETV Bharat / city

Odisha Cabinet Meeting: 8 ପ୍ରସ୍ତାବକୁ କ୍ୟାବିନେଟ ମାରିଲା ମୋହର - ଓଡିଶା କ୍ୟାବିନେଟ ଖବର

ଶେଷ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ (Odisha Cabinet meeting ) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ମୋଟ 8 ପ୍ରସ୍ତାବକୁ ମୋହର ମାରିଛି କ୍ୟାବିନେଟ । ଅଧିକ ପଢନ୍ତୁ

Odisha Cabinet Meeting: 8 ପ୍ରସ୍ତାବକୁ କ୍ୟାବିନେଟ ମାରିଲା ମୋହର

author img

By

Published : Sep 30, 2022, 6:15 PM IST

Updated : Sep 30, 2022, 7:12 PM IST

ଭୁବନେଶ୍ବର: ଶେଷ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ (Odisha Cabinet meeting ) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ମୋଟ 8 ପ୍ରସ୍ତାବକୁ ମୋହର ମାରିଛି କ୍ୟାବିନେଟ ।

8 ପ୍ରସ୍ତାବକୁ କ୍ୟାବିନେଟ ମାରିଲା ମୋହର

ମୁଖ୍ୟମନ୍ତ୍ରୀ (CM Naveen Patnaik) ନବୀନ ନିବାସରୁ ଭିସି ଜରିଆରେ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିବେ । କ୍ୟାବିନେଟ ମନ୍ତ୍ରୀମାନେ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ଯୋଡି ହେବେ ।

ଗତ 22 ତାରିଖ ମଧ୍ୟ ରାଜ୍ୟ କ୍ୟାବିନେଟର ବୈଠକ ବସିଥିଲା । ଉକ୍ତ ବୈଠକରେ 16 ବିଭାଗର 33 ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା । ମଞ୍ଜୁରୀ ପାଇଥିବା ତାଲିକାରେ ଜଳ ସମ୍ପଦ, ଆଇନ, ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଏବଂ ଯୁବ ସେବା, ପର୍ଯ୍ୟଟନ, ଶିଳ୍ପ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା, ଅବକାରୀ, ଗୃହ, ପୂର୍ତ୍ତ ଓ ଖଣି ବିଭାଗର ପ୍ରସ୍ତାବ ଥିଲା ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Sep 30, 2022, 7:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.