ETV Bharat / city

Odisha Budget: ୧ ଟଙ୍କିଆ ଚାଉଳ ଯୋଜନାକୁ 1 ହଜାର 23 କୋଟି ବରାଦ

ବଜେଟ ଅଧିବେଶନରେ ୧ ଟଙ୍କିଆ ଚାଉଳ ପାଇଁ ଏକ ହଜାର ୨୩ କୋଟି ଅଟକଳ । ଅଧିକ ପଢନ୍ତୁ

Odisha Budget 2022-23: ୧ ଟଙ୍କିଆ ଚାଉଳ ଯୋଜନାକୁ ୧,୦୨୩ କୋଟି ବରାଦ

author img

By

Published : Jul 2, 2022, 7:23 PM IST

ଭୁବନେଶ୍ବର: ୨୦୨୨-୨୩ ଆର୍ଥିକ ବର୍ଷ ବଜେଟ ଅଧିବେଶନରେ ୧ ଟଙ୍କିଆ ଚାଉଳ ପାଇଁ ଏକ ହଜାର ୨୩ କୋଟି ଅଟକଳ । ଆଜି(ଶନିବାର) ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରି ପୂର୍ଣ୍ଣାଙ୍ଗ ଅଧିବେଶନରେ ଏହି ଘୋଷଣା କରିଛନ୍ତି ।

ରାଜ୍ୟର ନିଜସ୍ବ ଖାଦ୍ୟ ନିରାପତ୍ତା ଯୋଜନା ଅତିରିକ୍ତ ହିତାଧିକାରୀଙ୍କୁ ମାସିକ ପ୍ରଦାନ କରାଯାଉଥିବା ୫ କିଲୋଗ୍ରାମ ଚାଉଳ ବାବଦକୁ ୧ ହଜାର ୨୩ କୋଟିର ବ୍ୟୟ ଅଟକଳ କରିଛନ୍ତି ରାଜ୍ୟ ସରକାର । ସେହିପରି ୨୦୨୨-୨୩ ବର୍ଷର ଖରିଫ ଧାନ ଫସଲ ଚାଷ କ୍ଷେତ୍ରରେ ଗ୍ରାମ ଅନୁଯାୟୀ ପ୍ଲଟ୍ ସ୍ତର ବିଶ୍ଲେଷଣ ପାଇଂ ୭୧ କୋଟି ପ୍ରଦାନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.