ETV Bharat / city

ବଜେଟରେ ଜଳସେଚନକୁ ଗୁରୁତ୍ବ, ପ୍ରତିଘରେ ପହଞ୍ଚିବ ପାନୀୟଜଳ - odisha budget

ବିଧାନସଭାରେ 2019-20 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ । ବଜେଟରେ ଜଳସେଚନକୁ ଗୁରୁତ୍ବ ।

ଡିଜାଇନ ଫଟୋ
author img

By

Published : Jun 28, 2019, 6:30 PM IST

ଭୁବନେଶ୍ବର: ବିଧାନସଭାରେ 2019-20 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ । ବିଧାନସଭାରେ ବଜେଟ ଆଗତ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ ବଜେଟରେ ଜଳସେଚନକୁ ଗୁରୁତ୍ବ ଦିଆଯାଇଛି । ପ୍ରତି ଘରେ ପାନୀୟ ଜଳ ପହଞ୍ଚିବା ନେଇ ବ୍ୟବସ୍ଥା କରାଯାଇଛି ।

  • ପାଇପ ଯୋଗେ ଘରେ ଘରେ ଯୋଗାଯିବ ପାଣି
  • ନଗରାଞ୍ଚଳରେ ଜଳ ଯୋଗାଣ ପାଇଁ ୩୮୫ କୋଟି
  • ଗ୍ରାମାଞ୍ଚଳରେ ଜଳ ଯୋଗାଣ ପାଇଁ ୫୦୦ କୋଟି
  • ଜଳ ପରୀକ୍ଷା ନିଶ୍ଚିତ କରିବାକୁ ପରୀକ୍ଷାଗାର
  • 372 କୋଟି ବ୍ୟୟ ଅଟକଳ ବ୍ରହ୍ମପୁର ଜଳସେଚନ ବ୍ୟବସ୍ଥା
  • ପାଇପ ଯୋଗେ ପାଣି ପାଇଁ ବକ୍ସି ଜଗବନ୍ଧୁ ଯୋଜନା
  • ଏହି ଯୋଜନା ଜରିଆରେ 2740 କୋଟି ଗ୍ରାମାଞ୍ଚଳ ପାଇଁ ଦିଆଯାଇଛି
  • ଖଣିଜ ସମ୍ପଦ ଜିଲ୍ଲାକୁ 450 କୋଟି ଅଟକଳରେ ଜଳଯୋଗାଣ

Intro:Body:

wrwe

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.