ETV Bharat / city

ଯୁବପୀଢିଙ୍କୁ ଆଶ୍ବସ୍ତି: ଶିକ୍ଷା, ଦକ୍ଷତା ବିକାଶ ଓ ନିଯୁକ୍ତିକୁ ନିରଞ୍ଜନଙ୍କ ଗୁରୁତ୍ବ - skill development

ବଜେଟରେ ନିଯୁକ୍ତିକୁ ଗୁରୁତ୍ବ ଦେଇଛନ୍ତି ସରକାର । ଯେଉଁ ଯୋଜନା ଗୁଡିକରେ ଅଧିକ ନିଯୁକ୍ତି ସୃଷ୍ଟି ହେବ ସେଗୁଡିକୁ ଅଧିକ ବ୍ୟୟ ବରାଦ କରାଯାଇଛି ।

ଡିଜାଇନ ଫଟୋ
author img

By

Published : Jun 28, 2019, 9:22 PM IST

Updated : Jun 29, 2019, 4:11 PM IST

ଭୁବନେଶ୍ବର: ରାଜ୍ୟ ବଜେଟରେ ନିଯୁକ୍ତିକୁ ଗୁରୁତ୍ବ ଦେଇଛନ୍ତି ସରକାର । ଯେଉଁ ଯୋଜନା ଗୁଡିକରେ ଅଧିକ ନିଯୁକ୍ତି ସୃଷ୍ଟି ହେବ ସେଗୁଡିକୁ ଅଧିକ ବ୍ୟୟ ବରାଦ କରାଯାଇଛି । ବିଶେଷ କରି ମନେରଗା ପାଇଁ 500 କୋଟି ଓ ଏମଏସଏମଇ ପାଇଁ 192 କୋଟି ବ୍ୟୟବରାଦ ହୋଇଛି ।

ଏହା ସହ ଗରିବ ପରିବାରକୁ ଜୀବନ ଜୀବିକା ଦେବାକୁ 580 କୋଟି ବରାଦ ହୋଇଛି । ତେବେ ସମୁଦାୟ ଶିକ୍ଷା, ଦକ୍ଷତା ବିକାଶ ଓ ନିଯୁକ୍ତି ପାଇଁ 19,492 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ଏହା ବାଦ ରୋଜଗାର ସୃଷ୍ଟି କରୁଥିବା ଅନେକ ଯୋଜନାକୁ ପ୍ରାଧାନ୍ୟ ଦିଆଯାଇଛି ।

  • ମନେରଗା ପାଇଁ 500 କୋଟି
  • ଏମଏସଏମଇ ପାଇଁ 192 କୋଟି
  • ଗରିବ ପରିବାରକୁ ଜୀବନ ଜୀବିକା ଦେବାକୁ 580 କୋଟି ବରାଦ
  • ସମୁଦାୟ ଶିକ୍ଷା, ଦକ୍ଷତା ବିକାଶ ଓ ନିଯୁକ୍ତି ପାଇଁ 19492 କୋଟି
  • ସ୍ବତନ୍ତ୍ର ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୩୧୩ କୋଟି ଟଙ୍କା
  • ସ୍ଵଚ୍ଛ ଭାରତ ମିଶନ ପାଇଁ ୨ ହଜାର ୮୦୦ କୋଟି ଟଙ୍କା
  • SC/ST ବିକାଶ ପାଇଁ ୨୩ ହଜାର ୭୬୦ କୋଟିର ବ୍ୟୟ ବରାଦ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:2019-20 ଆର୍ଥିକ ବର୍ଷ ପାଇଁ 20 ହଜାର 714 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। 2013-14ରେ ପ୍ରଥମ ଥର ପାଇଁ। 7 ହଜାର 162 କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ଚଳିତ ବର୍ଷ ଏହା ପ୍ରାୟ 3 ଗୁଣ। କାଳିଆ ଯୋଜନା ପାଇଁ 5611 କୋଟି, ପ୍ରଧାନମନ୍ତ୍ରୀ କୃଷିବସିଞ୍ଚିଆଇ ଯୋଜନା 218 କୋଟି, ଜୈବ କୃଷି ପାଇଁ 31 କୋଟି, ଗଙ୍ଗାଧର ମେହେର ଉଠ ଜଳସେଚନ ଯୋଜନା ପାଇଁ 100 କୋଟି, ନବକୃଷ୍ଣ ଚୌଧୁରୀ ଉନ୍ନୟନ ଯୋଜନାରେ 146 କୋଟି ତନ୍ମ ବ୍ୟୟ ହ୍ରବ। ପାର୍ବତୀଗିରି ବୃହତ ଉଠ ଜଳସେଚନ ପ୍ରକଳ୍ପ ପାଇଁ 1777 କୋଟି ଟଙ୍କା ବ୍ୟୟ ହେବ। ଚଳିତ ଆର୍ଥିକ ବର୍ଷରେ 83ଟି ପ୍ରକଳ୍ପ କରାଯାଇ 1 ଲକ୍ଷ ହ୍ରକ୍ଟର ଜଳସେଚନ ଲକ୍ଷ୍ୟ ରଖାଯାଇଛି।
ମୁଖ୍ୟମନ୍ତ୍ରୀ ଆଡିବନ୍ଧ ଯୋଜନାରେ 334 କୋଟି ବ୍ୟୟ ହେବ, 2 ହଜାର ଆଡ଼ି ବନ୍ଧା ନିର୍ମାଣ ହେବ। କେନାଲ ବ୍ୟବସ୍ଥା ପାଇଁ 210 କୋଟି, ଗଭୀର ନଳକୂପ ପାଇଁ 540 କୋଟି ଟଙ୍କା ବ୍ୟୟ ବରାଦ।
ଥୁକ ସମୟରେ ଋଣ ପରିଶୋଧ କଲେ ଚାଷୀଙ୍କୁ 1 ଲକ୍ଷ ଟଙ୍କା ଯାଏ ଋଣ ପାଇଁ କୌଣସି ସୁଧ ଦେବାକୁ ପଡିବ ନାହିଁ। 2019 20ରେ 800 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇଁ। 400 କୋଟି, ମାଣ୍ଡିଆ ଚଢ଼ ପାଇଁ 14 ଜିଲ୍ଲାର 72 ବ୍ଲକ ପାଇଁ 50 କୋଟି ଟଙ୍କା, ମାଛ ଚାଷ ପାଇଁ 54 କୋଟି, ନୀଳ ବିପ୍ଳବ ପାଇଁ 83 କୋଟି, ଶ୍ୱେତ ବିପ୍ଳବ ପାଇଁ 65 କୋଟି, ବ୍ୟୟ ବରାଦ ହୋଇଛି।

Body:ବାଇତ ନିରଞ୍ଜନ ପୂଜାରୀ, ଅର୍ଥମନ୍ତ୍ରୀ

Conclusion:
Last Updated : Jun 29, 2019, 4:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.