ETV Bharat / city

Laxmisagar Election Violence Case: ଆହତଙ୍କୁ ହସ୍ପିଟାଲରେ ଭେଟିଲେ ବିଜେପି ସଭାପତି - ଲକ୍ଷ୍ମୀସାଗର ନିର୍ବାଚନୀ ହିଂସା ଘଟଣା

ଲକ୍ଷ୍ମୀସାଗର ଅଞ୍ଚଳରେ ଘଟିଥିବା ନିର୍ବାଚନୀ ହିଂସା ଘଟଣା । ଏନେଇ ହିଂସା ଦ୍ବାରା ବିଜେପି କର୍ମୀ ଆହତ ହୋଇ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି। ଆଚାର୍ଯ୍ୟ ବିହାର ନିକଟ ଗଜପତି ନଗରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଦଳୀୟ କର୍ମୀଙ୍କୁ ଭେଟିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଅଧିକ ପଢନ୍ତୁ

Laxmisagar Election Violence Case :ଆହତଙ୍କୁ ହସ୍ପିଟାଲରେ ଭେଟିଲେ ବିଜେପି ସଭାପତି

author img

By

Published : Mar 12, 2022, 10:52 PM IST

Updated : Mar 12, 2022, 10:57 PM IST

ଭୁବନେଶ୍ବର : ଲକ୍ଷ୍ମୀସାଗର ନିର୍ବାଚନୀ ହିଂସା ଘଟଣା । ଏନେଇ ହିଂସା ଦ୍ବାରା ବିଜେପି କର୍ମୀ ଆହତ ହୋଇ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଆଚାର୍ଯ୍ୟ ବିହାର ନିକଟ ଗଜପତି ନଗରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଦଳୀୟ କର୍ମୀଙ୍କୁ ଭେଟିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

Laxmisagar Election Violence Case: ଆହତଙ୍କୁ ହସ୍ପିଟାଲରେ ଭେଟିଲେ ବିଜେପି ସଭାପତି

ଆହତ ହୋଇଥିବା କର୍ମୀଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି । ଶୁକ୍ରବାର ରାତିରେ ୩୨ ଓ ୩୩ ନମ୍ବର ଓ୍ବାର୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ‌ ହୋଇଥିଲା ରାଜନୈତିକ ହିଂସା । ଘଟଣାକୁ ୨୪ ଘଣ୍ଟା ପୁରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗିରଫ ହୋଇନି ଅଭିଯୁକ୍ତ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Mar 12, 2022, 10:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.