ETV Bharat / city

Odisha Assembly Winter Session: ଦିବଙ୍ଗତଙ୍କୁ ଶ୍ରଦ୍ଧାଞ୍ଜଳି ପରେ ୫ଟା ଯାଏଁ ଗୃହ ମୁଲତବୀ - ଓଡିଶା ଶୀତକାଳୀନ ଅଧିବେଶନ

ଆରମ୍ଭ ହେଲା ଷୋଡଶ ବିଧାନସଭାର ଅଷ୍ଟମ ଅଧିବେଶନ(Odisha Assembly Winter Session) । ଗୃହ ଆରମ୍ଭରେ ଦିବଙ୍ଗତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ଅହରାହ୍ନ ୫ଟା ପର୍ଯ୍ୟନ୍ତ ଗୃହ ମୁଲତବୀ । ଅଧିକ ପଢନ୍ତୁ

Odisha Assembly Winter Session: ଦିବଙ୍ଗତଙ୍କୁ ଶ୍ରଦ୍ଧାଞ୍ଜଳି ପରେ ୫ଟା ଯାଏଁ ଗୃହ ମୁଲତବୀ

author img

By

Published : Dec 1, 2021, 11:53 AM IST

Updated : Dec 1, 2021, 12:52 PM IST

ଭୁବନେଶ୍ବର: ଆରମ୍ଭ ହେଲା ଷୋଡଶ ବିଧାନସଭାର ଅଷ୍ଟମ ଅଧିବେଶନ(Odisha Assembly Winter Session) । ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାସଭବନରୁ ଯୋଡିହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିବେଶନ ଆରମ୍ଭରେ ଦିବଂଗତ ସଦସ୍ୟ, କୋରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ । ଶୋକ ପ୍ରକାଶ ଆଗତ ପରେ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି ।

ଗୃହରେ ପ୍ରଥମେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦିବଂଗତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଉମେଶ ଚନ୍ଦ୍ର ସ୍ବାଇଁ, ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରା, ପୂର୍ବତନ ସିପାହୀ ସୀତାରାମ ମୁର୍ମୂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସେପଟେ ମନ୍ତ୍ରୀ ଦିବ୍ଯ ଶଙ୍କର ମିଶ୍ରଙ୍କୁ ଗୃହକୁ ପ୍ରବେଶ କରାଇ ନ ଦେବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଂଗ୍ରେସ ନେତା । ଗୃହ ପ୍ରବେଶର ୨ ଟି ମୁଖ୍ୟ ପ୍ରବେଶ ଦ୍ବାରରେ ଧାରଣାରେ ବସିଥିବା ସୂଚନା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Dec 1, 2021, 12:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.