ETV Bharat / city

ଶୁକ୍ରବାର ଯାଏଁ ଗୃହ ମୁଲତବୀ - odisha assembly update

ମଧ୍ଯାହ୍ନ 12ଟା ଯାଏ ଗୃହ ମୁଲତବୀ
ମଧ୍ଯାହ୍ନ 12ଟା ଯାଏ ଗୃହ ମୁଲତବୀ
author img

By

Published : Mar 18, 2021, 10:41 AM IST

Updated : Mar 18, 2021, 5:55 PM IST

17:49 March 18

ଶୁକ୍ରବାର ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ସରିଲା ସର୍ବଦଳୀୟ ବୈଠକ । ଶୁକ୍ରବାର ଯାଏଁ ଗୃହ ମୁଲତବୀ । 

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ 

17:42 March 18

ପୁଣି 15 ମିନିଟ୍ ଗୃହ ମୁଲତବୀ

ଭୁବନେଶ୍ବର: ପୁଣି 15 ମିନିଟ୍ ଗୃହ ମୁଲତବୀ । ଏପଟେ ଗୃହର ସଠିକ ପରିଚାଳନା ପାଇଁ ବାଚସ୍ପତି ସୂର୍ଯ୍ଯନାରାୟଣ ପାତ୍ରଙ୍କ ଚାମ୍ବରରେ  ସର୍ବଦଳୀୟ ବୈଠକ ଜାରି ରହିଛି ।  

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ 

16:34 March 18

ପୁଣି 45 ମିନିଟ୍ ଗୃହ ମୁଲତବୀ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ବର: ପୁଣି 45 ମିନିଟ୍ ଗୃହ ମୁଲତବୀ । ଗୃହର ସଠିକ ପରିଚାଳନା ପାଇଁ  ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ସୂର୍ଯ୍ଯନାରାୟଣ ପାତ୍ର  ।  ବାଚସ୍ପତିଙ୍କ ଚାମ୍ବରରେ ହେବ ବୈଠକ । 

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ 

16:02 March 18

4.30 ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ପୁଣି ମୁଲତବୀ ହେଲା ଗୃହ । ଅପରାହ୍ନ 4.30 ଯାଏଁ ପୁଣି ଗୃହ ମୁଲତବୀ ହୋଇଛି । 

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ 

13:42 March 18

ନବୀନ ନିବାସ ସମ୍ମୁଖରେ ପହଞ୍ଚିଲେ ବିଜେପି ବିଧାୟକ

ନବୀନ ନିବାସ ସମ୍ମୁଖରେ ପହଞ୍ଚିଲେ ବିଜେପି ବିଧାୟକ । ବିଜେପି ବିଧାୟକ ପହଞ୍ଚିବା ପରେ ନବୀନ ନିବାସ ଗେଟ ବନ୍ଦ । ବାହାରେ ବସି ରହିଲେ ବିଜେପି ବିଧାୟକ । ସେପଟେ ମୁଖ୍ୟମନ୍ତ୍ରୀ ବିଜେପି ବିଧାୟକଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

12:50 March 18

ବିଜେପି ବିଧାୟକଙ୍କ ସ୍ବାଗତ ପାଇଁ ବିଜେଡିର ପ୍ରସ୍ତୁତି

ନବୀନ ନିବାସ ଆସୁଛନ୍ତି ବିଜେପି ବିଧାୟକ ଦଳ ।  ସେପଟେ ନବୀନ ନିବାସରେ ବିଜେପି ବିଧାୟକଙ୍କ ସ୍ବାଗତ ପାଇଁ ବିଜେଡିର ପ୍ରସ୍ତୁତି । ଦଳ କହିଲା ବିଜେପି ବିଧାୟକଙ୍କୁ କରାଯିବ ସ୍ବାଗତ । 

12:26 March 18

ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ବାହାରିଲା ବିଜେପି

ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ବାହାରିଲା ବିଜେପି । ବିଧାନସଭା ପରିସରକୁ ବିଜେପିର ଏକ ଦଳ ନବୀନ ନିବାସ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ କେଉଁଠି ଅଛନ୍ତି ସେନେଇ ଖୋଜିବାକୁ ଯାଉଛୁ କହିଲେ ଜୟନାରାୟଣ । ସେପଟେ ବିଜେପି ବିଧାୟକଙ୍କ ପଛେ ପଛେ ବାହାରିଲା ବିଜେଡି । 

12:03 March 18

ଅପରାହ୍ନ ୪ଟା ଯାଏ ମୁଲତବୀ

ମୁଲତବୀ ପରେ ଆରମ୍ଭ ହେଲା  ଗୃହକାର୍ଯ୍ୟ । କଂଗ୍ରେସ ବିଧାୟକଙ୍କ ହୋହଲ୍ଲା ଜାରି ଗୃହର ମଧ୍ୟ ଭାଗରେ କଂଗ୍ରେସର ହୋହଲ୍ଲା ଜାରି । ଅପରାହ୍ନ ୪ ଟା ଯାଏ ମୁଲତବୀ

11:24 March 18

ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସର ପ୍ରତିବାଦ

ଆଜି କଂଗ୍ରେସ ବିଧାୟକ ଦଳ ପକ୍ଷରୁ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦିଆଯାଇଛି । ବିଧାନସଭା ପରିସରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ କଂଗ୍ରେସର ୯ ଜଣ ବିଧାୟକ ହାତରେ ପୋଷ୍ଟର ଧରି ପ୍ରତିବାଦ କରିଛନ୍ତି ।

11:14 March 18

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବିଜେଡି ବିଧାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ବିଧାନସଭାରୁ ଲୋକସେବା ଭବନ ଗଲେ ବିଜେଡ଼ି ବିଧାୟକ । ଗୃହ ପରମ୍ପରା ଭଙ୍ଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ଆଲୋଚନା । 

10:45 March 18

ବିଜେପିର ହୁଇପ ଜାରି

ଭୁବନେଶ୍ବର: ବିଜେପିର ସବୁ ବିଧାୟକ ଉପରେ ହୁଇପ ଜାରି । ଆଜି ବିଧାନସଭାରେ ଉପସ୍ଥିତ ରହିବାକୁ ହୁଇପ ଜାରି କଲେ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝି । ସକାଳ  10ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଗୃହରେ ଉପସ୍ଥିତ ରହିବାକୁ ହୁଇପ ଜାରି ହୋଇଛି । 

10:43 March 18

ବିଧାନସଭାରେ ବଦଳିଲା ଶାସକ ଦଳର ବିରୋଧ

ବିଧାନସଭାରେ ବଦଳିଲା ଶାସକ ଦଳର ବିରୋଧ

ଆଜି ବିଧାନସଭାରେ ବଦଳିଲା ଶାସକ ଦଳର ବିରୋଧ । ଗୃହ ମଧ୍ୟ ଭାଗକୁ ନଆସି ନିଜ ନିଜ ଆସନରେ ଛିଡା ହୋଇ ଦୋହରାଇଲେ ଦାବି । କଂଗ୍ରେସ ସଂଦସ୍ୟ ଗୃହ ମଧ୍ୟ ଭାଗରେ କଲେ ଗର୍ଜନ ।

10:19 March 18

12ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ବର: ଷଷ୍ଠ ଦିନରେ ବି ଆରମ୍ଭରୁ ହଟ୍ଟଗୋଳ । ମଣ୍ଡି ସମସ୍ୟା ଓ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗକୁ ନେଇ ଗୃହରେ ଅଚଳା ଅବସ୍ଥା ଲାଗି ରହିଛି । ସମାନ ପ୍ରସଙ୍ଗକୁ ନେଇ ଗୃହ ଆରମ୍ଭରୁ ପ୍ରବଳ ହୋହଲ୍ଲା ଯୋଗୁଁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି । 

Last Updated : Mar 18, 2021, 5:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.