ETV Bharat / city

ଏନଏଫଏସଏରେ ରାଜ୍ୟର 3 କୋଟି ପରିବାର ସାମିଲ

author img

By

Published : Feb 26, 2020, 3:44 PM IST

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ 2013 ଅନୁସାରେ ରାଜ୍ୟର 93 ଲକ୍ଷ ପରିବାରର 3 କୋଟିରୁ ଊର୍ଦ୍ଧ୍ବ ହିତାଧିକାରୀ ସାମିଲ ହୋଇଛନ୍ତି । ପଢନ୍ତୁ ସଂପୂର୍ଣ୍ଣ ଖବର...

odisha assembly
odisha assembly

ଭୁବନେଶ୍ବର: ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ 92,98,582 ପରିବାରର 3,24,73,370 ସଦସ୍ୟଙ୍କୁ ହିତାଧିକାରୀ ରୂପେ ଅନ୍ତର୍ଭୁକ୍ତ କରାଯାଇଛି। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମୋଟ 83,035 ଗୋଟି ପରିବାରର 3,12,301 ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।

ଏନଏଫଏସଏରେ ରାଜ୍ୟର 3 କୋଟି ପରିବାର ସାମିଲ

ଡିସେମ୍ବର 2019 ସୁଦ୍ଧା 7,18,605 ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ 22,000 ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ଏହାସହ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରୁ 24.98 ହଜାର ହିତାଧିକାରୀଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାକୁ ସ୍ଥାନାନ୍ତରିତ କରାଯାଇଛି।

ବୁଧବାର ବିଧାନସଭାର ପ୍ରଶ୍ନକାଳରେ ଏହି ଉତ୍ତର ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.