ETV Bharat / city

ରାଜ୍ୟ ବିଧାନସଭା ହେବ ଇ-ବିଧାନ - ରାଜ୍ୟ ବିଧାନସଭା

ବିଧାନସଭା ହେବ କାଗଜ ମୁକ୍ତ । ମନ୍ତ୍ରୀ ବିଧାୟକ ଆଉ ଆଣିବେ ନାହିଁ ନଥିପତ୍ର । ଗୋଟିଏ କ୍ଲିକରେ ମିଳିବ ସବୁ ତଥ୍ୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 14, 2019, 11:44 PM IST

ଭୁବନେଶ୍ବର: ରାଜ୍ୟ ବିଧାନସଭା ହେବ ଇ- ବିଧାନ । ଗୋଟିଏ କ୍ଲିକରେ ମିଳିବ ସମସ୍ତ ତଥ୍ୟ । ମନ୍ତ୍ରୀଙ୍କୁ ଆଉ ନଥିପତ୍ର ଖୋଜିବାକୁ ପଡିବ ନାହିଁ । ଖୁବଶୀଘ୍ର ଶିମଲା ବିଧାନସଭା ଢାଞ୍ଚାରେ ଓଡିଶା ବିଧାନସଭା କାର୍ଯ୍ୟକାରୀ ହେବ । ଯେଉଁଥିପାଇଁ ଗତ ମାସରେ ବାଚସ୍ପତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଶିମଲା ଗସ୍ତ କରି ଅନୁଧ୍ୟାନ କରି ସରକାରଙ୍କୁ ରିପୋର୍ଟ ଦେଇଛନ୍ତି । ସରକାର ମଧ୍ୟ ରିପୋର୍ଟକୁ ଗ୍ରହଣ କରିଛନ୍ତି । ଏହାସହ ମୁଖ୍ୟ ଶାସନ ସଚିବ ଓ ବାଚସ୍ପତି ମଧ୍ୟ ଇ-ବିଧାନ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଇ-ବିଧାନ ବାବଦକୁ ଯେଉଁ ଅର୍ଥ ଖର୍ଚ୍ଚ ହେବ ତାହାର 60 ପ୍ରତିଶତ କେନ୍ଦ୍ର ସରକାର ବହନ କରିବେ । ତେବେ ନିର୍ଦ୍ଧିଷ୍ଟ ଭାବେ ଏହି ଯୋଜନା କେବେ କାର୍ଯ୍ୟକାରୀ ହେବ ତାହା ସ୍ପଷ୍ଟ ହୋଇନାହିଁ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟର ସବୁ ବିଧାୟକ ହେବେ ଟେକ୍ନୋସ୍ୟାଭି। ସମସ୍ତଙ୍କ ହାତରେ ଦେଖିବାକୁ ମିଳିବ ଗାଜେଟ। ବିଧାନସଭା ଅଧିବେଶନ ସମୟରେ ଆଉ ମୋଟା ଫାଇଲ ଧରି ମନ୍ତ୍ରୀ ଯିବେ ନାହିଁ କି ବିଧାୟକ ମଧ୍ୟ ଉତ୍ତର ପାଇଁ ନଥି ଖେଳିବେ ନାହିଁ। ଗୋଟିଏ କ୍ଲିକରେ ସବୁକିଛି ହାତ ପାନ୍ତରେ ମିଳିଯିବ।
ଓଡିଶା ବିଧାନସଭା ରେ ସବୁ କାର୍ଯ୍ୟ ହେବ ପେପର ଲେସ। ଅନ୍ଲାଇନ୍ରେ ହେବ ସବୁ କାମ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ ଦେଶର ହିମାଚଲ ପ୍ରଦେଶର ଶିମଲା ଧାନସଭାରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ରାଜ୍ୟ ସରକାରଙ୍କ ଏକ ଟିମ ଏହି ରାଜ୍ୟକୁ ଯାଇ ପ୍ରାଥମିକ ରିପୋର୍ଟ ଦେଇଛନ୍ତି। ରିପୋର୍ଟର ତର୍ଜମ କରିବା ପରେ ଏହା କାର୍ଯ୍ୟକାରୀ ହେବ। ଏକ ପ୍ରକାର ନୀତିଗତ ନିଷ୍ପତ୍ତି ହୋଇ ସାରିଛି। ମୁଖ୍ୟ ଶାସନ ସଚିବ ଓ ବାଚସ୍ପତିଙ୍କ ଅନୁମୋଦନ ପରେ ଏହା କାର୍ଯ୍ୟ କରିବ। ଏନେଇ ଆବଶ୍ୟକ ପାଣ୍ଠି ଉଭୟ କ୍ରନ୍ଦର ଓ ରାଜ୍ୟ ସରକାର ବହନ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଇ ବିଧାନ ନାମରେ ଏକ ଯୋଜନା ଆରମ୍ଭ କରିଛନ୍ତି। ସେହି ଯୋଜନାରେ ଓଡିଶା ସାମିଲ ହେବା। ଯୋଜନା ବାବଦକୁ କେନ୍ଦ୍ର 60 ଓ ରାଜ୍ୟ 40 ପ୍ରତିଶତ ଅର୍ଥ ବହନ କରିବେ।

Body:ଦୁଇ ଦିନିଆ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଏନେଇ ଖସଡ଼ା ପ୍ରସ୍ତୁତ ହୋଇଛି। ତେବେ ଭିତ୍ତିଭୂମି ପ୍ରସଗୁଟ କରି କାର୍ଯ୍ୟକାରୀ କରିବା ବିଳମ୍ବ ହୋଇପାରେ ବୋଲି କହିଛନ୍ତି ବାଚସ୍ପତି। ତେଣେ ବିଧାୟକ କହିଛନ୍ତି, ତାହା ଭଲ ବ୍ୟବସ୍ଥା।
ବାଇଟ ସୂର୍ଯ୍ୟନାରାୟଣ ପାତ୍ର, ବାଚସ୍ପତି
ବାଇଟ ଅଧିରାଜ ପାଣିଗ୍ରାହୀ, ବିଧାୟକ
ବାଇଟ ସନ୍ତୋଷ ସିଂ ସାଲୁଜ, ବିଧାୟକ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.