ETV Bharat / city

ଆସନ୍ତାକାଲି ଯାଏଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି

author img

By

Published : Feb 14, 2020, 2:15 PM IST

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବଜେଟ ଅଭିଭାଷଣ ପ୍ରଦାନ କରିଥିଲେ। ବିଧାନସଭାରେ ରାଜ୍ୟପାଳ ନିଜ ଅଭିଭାଷଣ ଆରମ୍ଭରେ ଦିବଂଗତ ସଦସ୍ୟ ଓ ସହିଦ ଯବାନଙ୍କୁ ପ୍ରଥମେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣ ପରେ ବିଧାନସଭା ଦିନକ ପାଇଁ ମୁଲତବି ରଖିଲେ ବାଚସ୍ପଚି ସୂର୍ଯ୍ୟ ନାରାୟଣ ପାତ୍ର । ଅଧିକ ପଢନ୍ତୁ...

ଆସନ୍ତାକାଲି ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି

ଭୁବନେଶ୍ୱର: ଆଜି ଠାରୁ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ବଜେଟ ଅଭିଭାଷଣ ପ୍ରଦାନ କରିଥିଲେ। ବିଧାନସଭାରେ ରାଜ୍ୟପାଳ ନିଜ ଅଭିଭାଷଣ ଆରମ୍ଭରେ ଦିବଂଗତ ସଦସ୍ୟ ଓ ସହିଦ ଯବାନଙ୍କୁ ପ୍ରଥମେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣ ପରେ ବିଧାନସଭା ଦିନକ ପାଇଁ ମୁଲତବୀ ରଖିଛନ୍ତି ବାଚସ୍ପଚି ସୂର୍ଯ୍ୟ ନାରାୟଣ ପାତ୍ର।

ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ରାଜ୍ୟପାଳ ସୂଚନା ଦେଇଥିଲେ । ରାଜ୍ୟପାଳ ଭାଷଣ ଆରମ୍ଭ କରିବା ସମୟରେ ଏହାକୁ ବିରୋଧ କରି କକ୍ଷତ୍ୟାଗ କରିଥିଲେ କଂଗ୍ରେସ ବିଧାୟକ ।

ଷୋଡ଼ଶ ବିଧାନସଭାର ତୃତୀୟ ତଥା ଚଳିତ ବର୍ଷର ବଜେଟ ଅଧିବେଶନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ନିଜ ଅଭିଭାଷଣରେ ବିଶେଷ କରି 5T, ମୋ ସରକାର, କୃଷି, ଆବାସ ଯୋଜନା, ସ୍ବାସ୍ଥ୍ୟ, ଶିକ୍ଷା ଭଳି ଦିଗ ଉପରେ ଗୁରୁତ୍ବ ଦେଇଥିଲେ । ଏହାସହ ରାଜ୍ୟ ସରକାରଙ୍କ ‘ମୋ ସରକାର’କୁ ଭୂୟସୀ ପ୍ରଂଶସା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.