ETV Bharat / city

Odisha Assembly: ଶନିବାର ଦିନ ୧୦.୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ, ଧୋଇଗଲା 3ୟ ଦିନ - ବିଧାନସଭା ଅଧିବେଶନ ଖବର

ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀଙ୍କୁ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଆଗେଇ ପାରିନାହିଁ । ସର୍ବଦଳୀୟବୈଠକ ପରେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରିଲାନି ଗୃହ । ଆସନ୍ତାକାଲି (ଶନିବାର) ଦିନ ୧୦.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି । ଅଧିକ ପଢନ୍ତୁ...

hous adjoured till 4.30 pm speaker call  allparty meeting
ପୁଣି ମୁଲତବୀ ହେଲା ଗୃହ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
author img

By

Published : Sep 3, 2021, 4:28 PM IST

Updated : Sep 3, 2021, 6:13 PM IST

ଭୁବନେଶ୍ବର: ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀଙ୍କୁ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଆଗେଇ ପାରିନାହିଁ । ସର୍ବଦଳୀୟବୈଠକ ପରେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରିଲାନି ଗୃହ । ଗୃହକୁ ଆସନ୍ତାକାଲି (ଶନିବାର) ଦିନ ୧୦.୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି ।

ଅପରାହ୍ନରେ ୪ ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା କିନ୍ତୁ କିଛି ସମୟ ପରେ ପୁଣି ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଏହା ପରେ ଅପରାହ୍ନ ୪.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରି ଗୃହ କାର୍ଯ୍ୟ ଆଗେଇ ନେବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ସର୍ବଦଳୀୟ ବୈଠକ ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା କିନ୍ତୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଗକୁ ଚାଲିପାରିନଥିଲା ଗୃହକାର୍ଯ୍ୟ । ଯାହା ଫଳରେ ଗୃହକୁ ଆସନ୍ତାକାଲି ୧୦.୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ।

ସୂଚନାଥାଉକି, ଆଜି (ଶୁକ୍ରବାର) ସକାଳେ ଗୃହ ଆରମ୍ଭ ହୋଇଥିଲା କିନ୍ତୁ କୌଣସି କାର୍ଯ୍ୟ ହୋଇନଥିଲା ଏବଂ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି । ବିଜେପି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମୁଲତବୀ ପ୍ରସ୍ତାବ ଆଣିଥିବା ବେଳେ ସେପଟେ କଂଗ୍ରେସ ରାଜ୍ୟରେ ଷ୍ଟାଫ ସିଲେକସନ ଦୁର୍ନୀତିକୁ ନେଇ ଆଲୋଚନା ପାଇଁ ଉଠାଇଥିଲା ଦାବି ।

ଭୁବନଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ରନାରାୟଣ ଦାଶ, ଇଟିଭି ଭାରତ

Last Updated : Sep 3, 2021, 6:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.