ETV Bharat / city

2015-16 ବର୍ଷ ପାଇଁ ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ

ଘୋଷଣା ହୋଇଛି 2015-16 ବର୍ଷ ପାଇଁ ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାର ତାଲିକା । ଶୁକ୍ରବାର ସ୍ଥାନୀୟ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ ବୈଠକରେ ଏନେଇ ଘୋଷଣା କରାଯାଇଛି ।

Odia sahitya academy award, bhbaneswar latest news, sanskruti bhawan, ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାର, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ସଂସ୍କୃତି ଭବନ
2015-16 ବର୍ଷ ପାଇଁ ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ
author img

By

Published : Jul 10, 2020, 7:32 PM IST

Updated : Jul 10, 2020, 10:22 PM IST

ଭୁବନେଶ୍ବର: ଘୋଷଣା ହୋଇଛି 2015-16 ବର୍ଷ ପାଇଁ ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାର ତାଲିକା । ଶୁକ୍ରବାର ସ୍ଥାନୀୟ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ ବୈଠକରେ ଏନେଇ ଗୋଷଣା କରାଯାଇଛି । ଏଥିରେ 9ଟି ବିଭାଗରେ ପୁସ୍ତକର ଲେଖକମାନଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଚୟନ କରାଯାଇଛି । ଏକ ସ୍ବତନ୍ତ୍ର ଉତ୍ସବରେ ସମସ୍ତଙ୍କୁ ସମ୍ମାନିତ କରିବା ନେଇ ସୂଚନା ରହିଛି ।

Odia sahitya academy award, bhbaneswar latest news, sanskruti bhawan, ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାର, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ସଂସ୍କୃତି ଭବନ
2015-16 ବର୍ଷ ପାଇଁ ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ
Odia sahitya academy award, bhbaneswar latest news, sanskruti bhawan, ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାର, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ସଂସ୍କୃତି ଭବନ
2015-16 ବର୍ଷ ପାଇଁ ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ

ସୂଚନା ଅନୁଯାୟୀ ଉପନ୍ୟାସ ବିଭାଗରେ ନିତ୍ୟାନନ୍ଦର ପଣ୍ଡା, କ୍ଷୁଦ୍ରଗଳ୍ପରେ ପବିତ୍ର ପାଣିଗ୍ରାହୀ, କାବ୍ୟ କବିତାରେ ବୀଣାପାଣି ପଣ୍ଡା, ନାଟକ ଓ ଏକାଙ୍କିକା ବିଭାଗରେ ଯୁଗ୍ମ ଭାବେ ସଞ୍ଜୟ ହାତୀ ଓ ନବୀନ ପରିଡା, ପ୍ରବନ୍ଧ ଓ ସମାଲୋଚନାରେ ପଞ୍ଚାନନ ମିଶ୍ର, ଜୀବନୀ ଓ ଭ୍ରମଣ ସାହିତ୍ୟ ବିଭାଗରେ ଧରଣୀଧର ପାଣିଗ୍ରାହୀଙ୍କୁ ପୁରସ୍କୃତ କରାଯିବ । ସେହିପରି ଅନୁବାଦ ବିଭାଗରେ ବିଜୟ କୁମାର ମହାନ୍ତି, ଶିଶୁ ସାହିତ୍ୟ ବିଭାଗରେ ରବୀନ୍ଦ୍ର ବିଶ୍ବାଳ ଓ ଗୀତି କବିତାରେ ମନୋଜ ମହାନ୍ତିଙ୍କୁ ସାହିତ୍ୟ ଏକାଡେମୀ ସମ୍ମାନିତ କରାଯିବା ନେଇ ଘୋଷଣା ହୋଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Jul 10, 2020, 10:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.