ETV Bharat / city

ଲୋକସେବା ଭବନରେ ସମ୍ବର୍ଦ୍ଧିତ ହେଲେ ଓଡିଆ ଯବାନ ସଂଗ୍ରାମ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇଛନ୍ତି ଓଡିଆ ଯବାନ ସଂଗ୍ରାମ ଜେନା । ରୟାଲ ଏନଫିଲ୍ଡ ଗାଡ଼ିରେ ଲାଗିଥିବା 11 ଫୁଟ ସିଡିରେ 128 କିଲୋମିଟର ଓଲଟା ଯାଇ ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି ସେ ।

author img

By

Published : Dec 3, 2019, 2:28 PM IST

Odia jawan honored by cm naveen patnaik
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇଛନ୍ତି ଓଡିଆ ଯବାନ ସଂଗ୍ରାମ ଜେନା । ଦୁଃସାହାସିକ କ୍ରୀଡା ପ୍ରଦର୍ଶନ କରି ସେ ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
Odia jawan honored by cm naveen patnaik
11 ଫୁଟ ସିଡିରେ 128 କିଲୋମିଟର ଓଲଟା ଯାଇ ସଂଗ୍ରାମଙ୍କ ବିଶ୍ବ ରେକର୍ଡ
Odia jawan honored by cm naveen patnaik
ଦୁଃସାହାସିକ କ୍ରୀଡା ପ୍ରଦର୍ଶନ କରି ସଂଗ୍ରାମଙ୍କ ବିଶ୍ବ ରେକର୍ଡ

ସୂଚନାନୁସାରେ, ଯାଜପୁର ବରୀ ବ୍ଲକ୍ ଅନ୍ତର୍ଗତ ବାଲିଆ ଗ୍ରାମର ଯୁବକ ତଥା ଭାରତୀୟ ସେନାରେ କାର୍ଯ୍ୟରତ ଯବାନ ସଂଗ୍ରାମ କେଶରୀ ଜେନା । ରୟାଲ ଏନଫିଲ୍ଡ ଗାଡ଼ିରେ ଲାଗିଥିବା 11 ଫୁଟ ସିଡିରେ 128 କିଲୋମିଟର ଓଲଟା ଯାଇ ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି ସେ । ବିଶ୍ବ ରେକର୍ଡ ସ୍ଥାପନ ପୂର୍ବକ ତାଙ୍କ ନାଁ ଗିନିଜ ବୁକ୍‌ ଅଫ୍ ୱାର୍ଲ୍ଡ ରେକର୍ଡରେ ସାମିଲ ହୋଇଛି ।

Odia jawan honored by cm naveen patnaik
ସମ୍ବର୍ଦ୍ଧିତ ହେଲେ ସଂଗ୍ରାମ

ସେନାର ସିଗ୍ନାଲ ବିଭାଗରେ କାର୍ଯ୍ୟରତ ସଂଗ୍ରାମ ଡେୟାର ଡେଭିଲ ଟିମ୍‌ରେ ସାମିଲ ହୋଇ ମଧ୍ୟପ୍ରଦେଶର ଜବଲପୁର ଠାରେ ଆୟୋଜିତ ଏକ ଡେୟାର ଡେଭିଲ ଶୋ'ରେ ଅଂଶଗ୍ରହଣ କରିଥିଲେ । ଚଳନ୍ତା ବୁଲେଟ୍‌ ଗାଡିରେ 11 ଫୁଟ ଉଚ୍ଚ ସିଡି ଉପରେ ସେ ଓଲଟା ଠିଆ ହୋଇ ୪ ଘଣ୍ଟା ୨୯ ମିନିଟ୍ ୪୫ ସେକେଣ୍ଡ୍‌ରେ ୧୨୮ କିଲୋମିଟର ପରିକ୍ରମା କରିଥିଲେ । ଯାହା ତାଙ୍କୁ ଆଜି ଏହି ରେକର୍ଡର ଅଧିକାରୀ କରିପାରିଛନ୍ତି ।

Odia jawan honored by cm naveen patnaik
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ ହେଲେ ଓଡିଆ ଯବାନ ସଂଗ୍ରାମ ଜେନା
Odia jawan honored by cm naveen patnaik
ରୟାଲ ଏନଫିଲ୍ଡ ଗାଡ଼ିରେ ଲାଗିଥିବା 11 ଫୁଟ ସିଡି

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ରୟାଲ ଏନଫିଲଡ ଗାଡ଼ିରେ ଲାଗିଥିବା 11 ଫୁଟ ଶିଢ଼ିରେ 128 କିଲୋମିଟର ଓଲଟା ଯାଇଥିବା ଓଡ଼ିଆ ଯୁବକ ସଂଗ୍ରାମ ଜେନାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ | ଇଣ୍ଡିଆନ ଆର୍ମିରେ କାର୍ଯ୍ୟରତ ସଂଗ୍ରାମଙ୍କ ଘର ଯାଜପୁର ଜିଲ୍ଲାରେ | Body:ସଂଗ୍ରାମଙ୍କ ଏହି କୃତି ବିଶ୍ୱ ରେକର୍ଡ ସୃଷ୍ଟି କରିଛି |ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତାଙ୍କୁ ସମ୍ଵର୍ଦ୍ଧିତ କରିଛନ୍ତି ।ସୂଚନା ଅନୁସାରେ ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ବାଲିଆ ଗ୍ରାମର ଯୁବକ ତଥା ଯବାନ ସଂଗ୍ରାମ କେଶରୀ ଜେନା ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ କରି ଏକ ବିଶ୍ୱ ରେକର୍ଡ ସ୍ଥାପନ ପୂର୍ବକ ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ନିଜ ନାମ ସାମିଲ କରିପାରିଛନ୍ତି। Conclusion:ଭାରତୀୟ ସେନାର ସିଗ୍ନାଲ ବିଭାଗରେ କାର୍ଯ୍ୟରତ ସଂଗ୍ରାମ ଡେୟାର ଡେଭିଲ୍‌ ଟିମ୍‌ରେ ସାମିଲ ହୋଇ ମଧ୍ୟ ପ୍ରଦେଶର ଜବଲପୁରଠାରେ ଆୟୋଜିତ ଏକ ଡେୟାର ଡେଭିଲ୍‌ ଶୋ'ରେ ଅଂଶ ଗ୍ରହଣ କରି କିର୍ତ୍ତୀମାନ ହୋଇ ପାରିଛନ୍ତି ! ଚଳନ୍ତା ବୁଲେଟ ଗାଡ଼ିରେ ୧୧ ଫୁଟ୍ ଉଚ୍ଚ ସିଡ଼ି ଉପରେ ସେ ଚଢ଼ି ଓଲଟା ଠିଆ ହୋଇ ୪ ଘଣ୍ଟା ୨୯ ମିନିଟ୍ ୪୫ ସେକେଣ୍ଡ୍‌ରେ ୧୨୮ କିଲୋମିଟର ପରିକ୍ରମା କରି ଆଜି ଏହି ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.