ETV Bharat / city

ବାଇକରେ 5000 କିଲୋମିଟର ଯାତ୍ରା; ଓଡିଆ ପୁଅ ବାଣ୍ଟିବେ ପରିବେଶ ସୁରକ୍ଷା ବାର୍ତ୍ତା - ରାଜଧାନୀର ସିଦ୍ଧାର୍ଥ ଶଙ୍କର ପଣ୍ଡା

ଅରୁଣାଚଳର ତାଇୱାଙ୍ଗ ପର୍ଯ୍ୟନ୍ତ ବାଇକରେ 5000 କିଲୋମିଟର ଯାତ୍ରା କରିବେ ଭୁବନେଶ୍ବରର ସିଦ୍ଧାର୍ଥ ଶଙ୍କର ପଣ୍ଡା । ଏହାସହ ସେ ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟିବେ। ଅଧିକ ଖବର ପଢନ୍ତୁ...

ଅରୁଣାଞ୍ଚଳ ଅଭିମୁଖେ ଓଡିଆ ପୁଅ, ବାଣ୍ଟିବେ ପରିବେଶ ସୁରକ୍ଷାର ବାର୍ତ୍ତା
author img

By

Published : Nov 10, 2019, 11:10 PM IST

ଭୁବନେଶ୍ବର: ଅରୁଣାଞ୍ଚଳ ଅଭିମୁଖେ ବାହାରିଛନ୍ତି ଓଡିଆ ପୁଅ ସିଦ୍ଧାର୍ଥ ଶଙ୍କର ପଣ୍ଡା । ସେ ରାଜଧାନୀ ଭୁବନେଶ୍ବରର ଜଣେ ଯୁବ ସମାଜସେବୀ । ଅରୁଣାଞ୍ଚଳର ତାଇୱାଙ୍ଗ ପର୍ଯ୍ୟନ୍ତ ବାଇକରେ ପ୍ରାୟ 5000 କିଲୋମିଟର ଯାତ୍ରା କରିବାକୁ ସିଦ୍ଧାର୍ଥ ଯୋଜନା କରିଛନ୍ତି ।

_Siddhartha
ଅରୁଣାଞ୍ଚଳ ଅଭିମୁଖେ ଓଡିଆ ପୁଅ, ବାଣ୍ଟିବେ ପରିବେଶ ସୁରକ୍ଷାର ବାର୍ତ୍ତା

ସିଦ୍ଧାର୍ଥ କୁହନ୍ତି, "ବର୍ତ୍ତମାନ ଆମେ ହିଁ ଆମ ପୃଥିବୀର ଶେଷ ବଂଶଜ । ଆମେ ଚାହିଁଲେ ହିଁ ଆମ ପୃଥିବୀ ସମ୍ପୂର୍ଣ୍ଣ ଭାବରେ ଧ୍ବସଂ ହେବାରରୁ ବଞ୍ଚାଇପାରିବା । ଆଗରୁ ଅନେକ ଜଣ ସୋସିଆଲ ମ୍ୟାସେଜ ନେଇ ବାଇକରେ ଯାତ୍ରା କରସାରିଛନ୍ତି ଯାହା ଜନସଚେତନତା ପାଇଁ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ।"

ସୂଚନା ଅନୁସାରେ, ଚଳିତଥର ସିଦ୍ଧାର୍ଥ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ରାଜଧାନୀରୁ ତାଇୱାଙ୍ଗ ପର୍ଯ୍ୟନ୍ତ ଯାତ୍ରା କରୁଛନ୍ତି । ଏହାସହ ବାଇକରେ 5000 କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରି ବାଣ୍ଟିବେ ପରିବେଶ ପାଇଁ ସୁରକ୍ଷାର ବାର୍ତ୍ତା।

ଭୁବନେଶ୍ବରରୁ ସତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ରାଜଧାନୀ ର ପୁଅ ସିଦାର୍ଥ ଶଙ୍କର ପଣ୍ଡା। ବାଇକ ରେ5000 କିଲେମିଟର ଯାତ୍ରା କରି ବାଣ୍ଟିବେ ପରିବେଶ ସୁରକ୍ଷା ର ବାର୍ତା।
ସେ ଗତକାଲି ରାତି ରେ ଭୁବନେଶ୍ୱର ର ରୁ ଅରୁଣାଞ୍ଚଳ ଅଭିମୁଖେ ବାହାରିଛନ୍ତି। ସେ ଅରୁଣାଞ୍ଚଳ ର ତାୱାଙ୍ଗ ପର୍ଯ୍ୟନ୍ତ 5000 କିଲେମିଟ ଯାତ୍ରା କରିବେ । ସିଦାର୍ଥ ଙ୍କ କହିବା ଅନୁସାରେ ବର୍ତ୍ତମାନ ଆମେ ହିଁ ଆମ ପୃଥିବୀର ଶେଷ ବଂଶଜ ଯୋଉ ମାନେ ଚାହିଁଲେ ଆମ ପୃଥିବୀ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହେବାରରୁ ବଂଚି ପାରିବ। ସିଦାର୍ଥ ଆଗରୁ ଅନେକ ଶେସିଆଲ ମେସେଜ ନେଇ ବାଇକ ରେ ଯାତ୍ରା କରନ୍ତି। ଚଳିତ ଥର ସେ ପରିବେଶ ସୁରକ୍ଷା ର ବାର୍ତା ନେଇ ରାଜଧାନୀ ରୁ ତାୱାଙ୍ଗ ପର୍ଯ୍ୟନ୍ତ ଯାତ୍ରା କରୁଛନ୍ତି।Body:ରାଜଧାନୀ ର ପୁଅ ସିଦାର୍ଥ ଶଙ୍କର ପଣ୍ଡା। ବାଇକ ରେ5000 କିଲେମିଟର ଯାତ୍ରା କରି ବାଣ୍ଟିବେ ପରିବେଶ ସୁରକ୍ଷା ର ବାର୍ତା।
ସେ ଗତକାଲି ରାତି ରେ ଭୁବନେଶ୍ୱର ର ରୁ ଅରୁଣାଞ୍ଚଳ ଅଭିମୁଖେ ବାହାରିଛନ୍ତି। ସେ ଅରୁଣାଞ୍ଚଳ ର ତାୱାଙ୍ଗ ପର୍ଯ୍ୟନ୍ତ 5000 କିଲେମିଟ ଯାତ୍ରା କରିବେ । ସିଦାର୍ଥ ଙ୍କ କହିବା ଅନୁସାରେ ବର୍ତ୍ତମାନ ଆମେ ହିଁ ଆମ ପୃଥିବୀର ଶେଷ ବଂଶଜ ଯୋଉ ମାନେ ଚାହିଁଲେ ଆମ ପୃଥିବୀ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହେବାରରୁ ବଂଚି ପାରିବ। ସିଦାର୍ଥ ଆଗରୁ ଅନେକ ଶେସିଆଲ ମେସେଜ ନେଇ ବାଇକ ରେ ଯାତ୍ରା କରନ୍ତି। ଚଳିତ ଥର ସେ ପରିବେଶ ସୁରକ୍ଷା ର ବାର୍ତା ନେଇ ରାଜଧାନୀ ରୁ ତାୱାଙ୍ଗ ପର୍ଯ୍ୟନ୍ତ ଯାତ୍ରା କରୁଛନ୍ତି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.