ETV Bharat / city

ଉଚ୍ଚତମ ଶୃଙ୍ଗରେ ତ୍ରିରଙ୍ଗା ଉଡାଇଲେ ଓଡ଼ିଆ ପୁଅ-ଝିଅ - କାମାଲ ଶୃଙ୍ଗରେ ତ୍ରୀରଙ୍ଗା

ଜୁନ 6 ରେ ଓଡିଶାରୁ ବାହାରି ଜୁଲାଇ 26ରେ 6 ଜଣ ଓଡ଼ିଆ ପୁଅ-ଝିଅ କାଶ୍ମୀରରେ ଥିବା ଟେବୁଲ ଟପ ଶୃଙ୍ଗରେ ପହଞ୍ଚିଥିଲେ । ଶେଷରେ କାମାଲ ଶୃଙ୍ଗ ଉପରେ ଉଡାଇଲେ ତ୍ରିରଙ୍ଗା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 10, 2019, 12:05 AM IST

ଭୁବନେଶ୍ବର: ଓଡ଼ିଆ ପୁଅ-ଝିଅ କମାଲ । ଉଚ୍ଚତମ ଶୃଙ୍ଗରେ ଉଡାଇଲେ ତ୍ରିରଙ୍ଗା । ଜୁନ 6 ରେ ଓଡିଶାରୁ ବାହାରି ଜୁଲାଇ 26ରେ 6 ଜଣ ଓଡ଼ିଆ ପୁଅ-ଝିଅ କାଶ୍ମୀରରେ ଥିବା ଟେବୁଲ ଟପ ଶୃଙ୍ଗରେ ପହଞ୍ଚିଥିଲେ । ଯାହାର ଉଚ୍ଚତା ରହିଛି 12000 ଫୁଟ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଓଡିଶାରୁ 4 ଜଣ ପୁଅ ଓ 2 ଜଣ ଝିଅ ଯଥା ଶ୍ରିତମ ନାଗ, ବରୁଣ ବେହେରା, ଚିତରଞ୍ଜନ ସାହୁ, ସୂର୍ଯ୍ୟକାନ୍ତ ପ୍ରଧାନ, ପଦ୍ମିନୀ ପ୍ରଧାନ, ଶୁଭଶ୍ରୀ ସ୍ବାଇଁ ପର୍ବତ ଆରୋହଣ କରିଥିଲେ। ଅନ୍ୟପଟେ ଓଡ଼ିଶାର ଆଉ ଜଣେ ପୁଅ ନୀଳାଚଳ ପରିଡା ମଧ୍ୟ ହିମାଳୟ ରେଞ୍ଜର ମାଚେଇ ପାସକୁ ଯାଇ ସଫଳତା ସହ ବିଜୟର ବାନା ଉଡ଼ାଇଛନ୍ତି । ମାଚେଇ ପାସର ଉଚ୍ଚତା ରହିଛି 5000 ଫୁଟ। ଆଗାମୀ ଦିନରେ ଆହୁରି ଅଧିକ ଶୃଙ୍ଗ ଆରୋହଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏମାନେ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଓଡ଼ିଆ ପୁଅ ଝିଅ ଙ୍କ କାମାଲ ଶୃଙ୍ଗ ଉପରେ ଉଡାଇଲେ ବାନାBody:ଓଡ଼ିଆ ପୁଅ ଝିଅ ଙ୍କ କାମାଲ ଶୃଙ୍ଗ ଉପରେ ଉଡାଇଲେ ବାନା
ଗତ ଜୁନ 6 ରେ ଓଡିଶା ରୁ ବାହାରି ଜୁଲାଇ 26 ରେ 6 ଜଣ ଓଡ଼ିଆ ପୁଅ ଝିଅ କାଶ୍ମୀର ରେ ଥିବା ଟେବୁଲ ଟପ ଶୃଙ୍ଗ କୁ ପହଞ୍ଚି ଥିଲେ।ଯାହାର ଉଚ୍ଚତା ରହିଛି 12000 ଫୁଟ। ଓଡିଶାରୁ 4 ଜଣ ପୁଅ ଓ 2 ଜଣ ଝିଅ ଯଥା ଶ୍ରିତମ ନାଗ, ବରୁଣ ବେହେରା, ଚିତରଞ୍ଜନ ସାହୁ,ସୂର୍ଯ୍ୟକାନ୍ତ ପ୍ରଧାନ, ପଦ୍ମିନୀ ପ୍ରଧାନ, ଶୁଭଶ୍ରୀ ସ୍ବାଇଁ ପର୍ବତ ଆରେହଣ କରିଥିଲେ। ଅନ୍ୟ ପଟେ ଓଡ଼ିଶାର ଆଉ ଜଣେ ପୁଅ ନୀଳାଚଳ ପରିଡା ମଧ୍ୟ ହିମାଳୟ ରେଂଞ୍ଜ ର ମାଚେଇ ପାସ କୁ ଯାଇ ସଫଳତା ସହ ବିଜୟ ର ବାନା ଉଡ଼ାଇଛନ୍ତି । ମାଚେଇ ପାସ ର ଉଚ୍ଚତା ରହିଛି 5000 ଫୁଟ। ଆଗାମୀ ଦିନ ରେ ଆହୁରି ଅଧିକ ଶୃଙ୍ଗ ଆରେହଣ କରିବା କୁ ଲକ୍ଷ୍ୟ ରଖିଛନ୍ତି ଏମାନେ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.