ETV Bharat / city

ନର୍ସ ନିହାରିକା ହତ୍ୟା ମାମଲା, ମାନବଧିକାର କମିଶନଙ୍କ ଦ୍ବାରସ୍ଥ ପରିବାର

author img

By

Published : Oct 3, 2019, 9:09 PM IST

Updated : Oct 4, 2019, 9:44 AM IST

ନର୍ସ ନିହାରିକା ହତ୍ୟା ମାମଲାର ତଦନ୍ତ ପାଇଁ ମାନବଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ପୀଡିତାଙ୍କ ପରିବାର । ଏହି ହତ୍ୟାକାଣ୍ଡରେ କେବଳ ରାଜ୍ୟ ନୁହେଁ ଅନ୍ୟ ସହଯୋଗୀ ମାନେ ମଧ୍ୟ ସମ୍ପୃକ୍ତି ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ନର୍ସ ନିହାରିକା ହତ୍ୟା ମାମଲା

ଭୁବନେଶ୍ବର: ବହୁଚର୍ଚ୍ଚିତ ନର୍ସ ନିହାରିକା ହତ୍ୟା ମାମଲାରେ ପୂର୍ଣ୍ଣଚ୍ଛେଦ ପଡିଯାଇଛି ସତ । ହେଲେ ଏକମାତ୍ର ଝିଅକୁ ହରାଇଥିବା ବାପା ମା'ଙ୍କ ମନ ଥୟ ଧରୁନାହିଁ । ଏହି ହତ୍ୟାରେ ସାମିଲ ଥିବା ଅନ୍ୟ ସହଯୋଗୀ ମାନଙ୍କୁ ଗିରଫ କରିବା ପାଇଁ ନିହାରିକାଙ୍କ ମା' ଓ ବାପା ରାଜ୍ୟ ମାନବ ଅଧିକାର କମିଶନଙ୍କ ପାଖରେ ଅଭିଯୋଗ କରିଛନ୍ତି ।

ନିହାରିକାଙ୍କ ବାପା ଓ ମା' ମାମଲାର ତଦନ୍ତ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରିବା ସହ ଓ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି । ଏହାଛଡା ନିହାରିକାର ପ୍ରେମିକ ରାଜା ସହ ଅନ୍ୟମାନଙ୍କ ହାତ ରହିଥିବା ନେଇ ସନ୍ଦେହ କରିଛନ୍ତି ନିହାରିକାର ବାପା ମାଆ। ସେମାନଙ୍କୁ ଗିରଫ କରିବା ସହ କଠୋର ଦଣ୍ଡ ଦେବାକୁ ଗଣମାଧ୍ୟମ ଆଗରେ କହିଛନ୍ତି ।

ନର୍ସ ନିହାରିକା ହତ୍ୟା ମାମଲା, ମାନବଧିକାର କମିଶନଙ୍କ ପାଖରେ ପରିବାର

ରାଜା ଏକା ଏପରି କାମ କରିପାରିବ ନାହିଁ । ଏହି ଘଟଣାରେ ଅନେକଙ୍କ ହାତ ରହିଛି । ରାଜାର ସହଯୋଗୀ ମନେ ମଧ୍ୟ ଏଥିରେ ସଂଶ୍ଲିଷ୍ଟ ଅଛନ୍ତି । ସେମାନଙ୍କୁ ଗିରଫ କରିବା ସହ ଫାଶୀଦଣ୍ଡ ଦିଆଯାଉ ବୋଲି ନିହାରିକର ମାଆ କହିଛନ୍ତି । ଏନେଇ ଏକ ରାଜ୍ୟ ମାନବ ଅଧିକାରର ସଦସ୍ୟ ପ୍ରଦୀପ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଅଭିଯୋଗ କରିଛନ୍ତି ନିହାରିକର ବାପା ମା' ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ବହୁ ଚର୍ଚ୍ଚିତ ନର୍ସ ନିହାରିକା ହତ୍ୟା ମାମଲା, ହତ୍ୟାରେ ସହଯୋଗ କରିଥିବା ଅନ୍ୟମାନଙ୍କୁ ଗିରଫ ଦାବି କଲେ ନିହାରିକର ମାଆ।

ବହୁ ଚର୍ଚ୍ଚିତ ନର୍ସ ନିହାରିକା ପତ୍ର ହତ୍ୟା ମାମଲା। ରାଜ୍ୟ ମାନବ ଅଧିକାର କମିଶନଙ୍କ ପାଖରେ ଅଭିଯୋଗ କଲେ ନିହାରିକର ବାପ ଓ ମା। ମାମଲାର ତଦନ୍ତ କ୍ରାଇମ ବ୍ରାଞ୍ଚ ଦେବାକୁ ଦାବି ଓ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାପାଇଁ। ଏହା ଛଡା ନିହାରିକର ପ୍ରେମିକ ରାଜା ନିହାରିକର ହତ୍ୟା ପଛରେ ଅନ୍ୟ ମାନଙ୍କ ହାତ ରହିଥିବା ନେଇ ସନ୍ଦେହ କରୁଛନ୍ତି ନିହାରିକର ବାପା ମାଆ। ସେମାନଙ୍କୁ ଗିରଫ କରିବା ସହ କଠୋର ଦଣ୍ଡ ଦିଆଯାଉ ବୋଲି ଗଣମାଧ୍ୟମକୁ କହିଛନ୍ତି।

Body:

ସୂଚନା ଅନୁଯାୟୀ, ବହୁ ଚର୍ଚ୍ଚିତ ନର୍ସ ନିହାରିକା ପାତ୍ର ହତ୍ୟାକାଣ୍ଡ ମାମଲା ରେ ରାଜ୍ୟ ମାନବାଧିକରଙ୍କ ନିକଟରେ ଅପିଲ କରିଛନ୍ତି ନିହାରିକର ବାପା ମାଆ। ତେବେ ନିହାରିକକୁ ହତ୍ୟା କରିବା ପଛରେ ରାଜାର ସହଯୋଗୀ ମଧ୍ୟ ରହିଛନ୍ତି। ରାଜା ଏକେଲା ଏପରି କାମ କରିପାରିବ ନାହିଁ ବୋଲି କହିଛନ୍ତି ମାଆ। କିନ୍ତି ଅମାନୁଷିକ ଭାବରେ ଘରେ ବନ୍ଦ କରି ଅତ୍ୟାଚାର କରି ହତ୍ୟା କରିବା ସହ ଘଟଣା ଘଟିଥିବା ସ୍ଥଳରୁ 15 କିଲୋମିଟର ଦୂରରେ ନେଇ ନଦୀକୂଳରେ ଫପାଡିବା ଏକେଲା ରାଜା କରିନାହିଁ। ଏହି ଘଟଣାରେ ଅନେକଙ୍କ ହାତ ରହିଛି। ରାଜାର ର ସହଯୋଗୀ ମନେ ମଧ୍ୟ ଏଥିରେ ସଂଶ୍ଲିଷ୍ଟ ଅଛନ୍ତି। ସେମାଙ୍କୁ ଗିରଫ କରିବା ସହ ଫାଶୀ ଦଣ୍ଡ ଦିଆଯାଉ ବୋଲି ନିହାରିକର ମାଆ କହିଛନ୍ତି।
ଏନେଇ ଏକ ରାଜ୍ୟ ମାନବ ଅଧିକାର ର ସଦସ୍ୟ ପ୍ରଦୀପ୍ତ ନାୟକ ଙ୍କ ଅଧ୍ୟକ୍ଷତାରେ ଅଭିଯୋଗ କରିଛନ୍ତି ନିହାରିକର ବାପା ମାଆ। ପ୍ରଦୀପ୍ତ ନାୟକ କହିଛନ୍ତି ଯେ କଟକ ର ଚଉଳିଆ ଗଞ୍ଜ ଅଂଚଳରେ ଭଡା ଘରେ ରହୁଥିବା ସୁନୀଲ ର ଭଡା ଘରକୁ ନେଇ ରହିଖିଥିଲା ନିହାରିକାକୁ ରାଜା ।ନିହାରିକାର ପ୍ରେମିକ କିଶୋର ଓରଫ ରାଜା କୁ ଗିରଫ କରିଥିଲା ପୋଲିସ। ହେଲେ ରାଜା ଗିରଫ ହେଲା ପରେ ନିହାରିକର ବାପା ମାଆ ଙ୍କ ମନ ବୁଝୁନାହିଁ। ଏକ ମାତ୍ର ରୋଜଗରିଆ ଝିଅ କୁ ହରାଇ ନାୟ ପାଇଁ ରାଜ୍ୟ ମାନବ ଅଧିକାର ଙ୍କ ନିକଟରେ ହାଜର ହୋଇଛନ୍ତି। ରାଜା ଏକାଲା ଭାବରେ ଏପରି ହତ୍ୟା କରିନାହିଁ । ଏହି ହତ୍ୟାରେ ଅନେକ ଅଭିଯୁକ୍ତ ମାନେ ମଧ୍ୟ ସାମିଲ ରହିଥିବା ଅନୁମାନ କରୁଛନ୍ତି ପରିବାର ଲୋକ।

Byte- ନିହାରିକର ମାଆ।
Byte- ପ୍ରଦୀପ୍ତ ନାୟକ, ମାନବାଧିକାରୀ ଆୟୋଗର ସଦସ୍ୟ।

Conclusion:
Last Updated : Oct 4, 2019, 9:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.